ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୧ ମିନିଟ ପୂର୍ବେMalkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ୫ ମିନିଟ ପୂର୍ବେShaheed Laxman Nayak Jayanti: ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ୨୮ ମିନିଟ ପୂର୍ବେNaveen & Pandian’s foreign visit: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୫୬ ମିନିଟ ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୧ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୧ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୨ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୨ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୨ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୨ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ବରଗଡ଼ କେନ୍ଦୁଝର ଖୋର୍ଦ୍ଧା

ଜଗତସିଂହପୁର: ବାଲିକୁଦା ବ୍ଲକର ବିଭିନ୍ନ ଗ୍ରାମର ଦୁର୍ଗା ମଣ୍ଡପ

ଜଗତସିଂହପୁର: ବାଲିକୁଦା ବ୍ଲକର ବିଭିନ୍ନ ଗ୍ରାମର ଦୁର୍ଗା ମଣ୍ଡପ – ସମୀକ୍ଷା ଖବର


ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 2!/10/2026 (ନି. ପ୍ର ): ଜଗତସିଂହପୁର ଜିଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୂର୍ତ୍ତି ସାଙ୍ଗଙ୍କୁ ଆଲୋକମାଳ, ତୋରଣ, ଚାନ୍ଦୁଆ ଇତ୍ୟାଦି ଚିତାକର୍ଷକ ହେବାର ମନ ଲୋଭନୀୟ କରିଛି |ଦୁର୍ଗା ମାଙ୍କୁ ଭକ୍ତଗଣ ଧରା ତଳକୁ ଆବାହନ କରି ଆଶୀର୍ବାଦ ପ୍ରାପ୍ତ ହେବାର ଦେଖାଦେଇଛି|ଗ୍ରାମ ଗ୍ରାମ ଧରି ଭକ୍ତ ଗଣ ଆଶି ସହର ଭଳି ବାତାବରଣ ସୃଷ୍ଟି ହୋଇଯାଇଛି | ଆମ ପରମ୍ପରା ଓ ସଂସ୍କୃତି ଅନୁଯାଇ ବିଜୟା ଦସିମି ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟ | ମାଙ୍କ ଆଶୀର୍ବାଦରେ ଭକ୍ତଙ୍କ ମନର ଅହଂକାର, ଅଜ୍ଞାନ ଦୂର ହୋଇ ସରଳତା, ନମ୍ରତା, ଆଧ୍ୟାତ୍ମିକା, ପ୍ରଫୁଲତା, ସନ୍ତୋଷ, ସମତା ଓ ଦିବ୍ୟଜ୍ଞାନରେ ଆଲୋକିତ ହୁଅନ୍ତୁ | ଗ୍ରାମରେ ବର୍ତ୍ତମାନ ଚାଷୀ କ୍ଷେତରେ ଧାନ ଫୁଲ ହସ ଫୁଟେଇଛି… ଯୁବା ବର୍ଗ | ସତ୍ୟ କୁହନ୍ତି ସେ ମା ଙ୍କ କରୁଣା ଭିକ୍ଷା କରୁଛନ୍ତି ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ମଙ୍ଗଳ ପାଇଁ |ମା ସମସ୍ତଙ୍କୁ ସୁଖ, ଶାନ୍ତି, ଆନନ୍ଦ ଓ ସମୃଦ୍ଧି ପ୍ରଦାନ କରନ୍ତୁ | ସମସ୍ତ ଙ୍କର ମଙ୍ଗଳ ହେଉ | ଚାଷୀ ଭାଇ ମାନେ ଆନନ୍ଦରେ ରୁହନ୍ତୁ |ଏବର୍ଷ ମା ତାଙ୍କ ଫସଲ ଭଲ ଫଳାନ୍ତୁ |ଭଲ ଅମଳ କରାଇ ଲାଭବାନ କରାନ୍ତୁ |ଲିନା ଭଉଣୀ ମଧ୍ୟ ମା ଙ୍କ ଆଶୀର୍ବାଦ ମାଗିଛନ୍ତି ଜଗତର କଲ୍ୟାଣ ପାଇଁ |

ଜଗତସିଂହପୁର: ବାଲିକୁଦା ବ୍ଲକର ବିଭିନ୍ନ ଗ୍ରାମର ଦୁର୍ଗା ମଣ୍ଡପ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସୋହେଲା: ଓଡ଼ିଶାର ସବୁଠାରୁ ବଡ଼ ରାବଣ ଦହନ, ଜମିଲା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼