ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧୨ ମିନିଟ ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୧୬ ମିନିଟ ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୨୪ ମିନିଟ ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୩୩ ମିନିଟ ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୩୭ ମିନିଟ ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୪୬ ମିନିଟ ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୫୩ ମିନିଟ ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୫୮ ମିନିଟ ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୧ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୧ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Department For Senior Citizens: ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ଵତନ୍ତ୍ର ସକ୍ରିୟ ବିଭାଗ ଜରୁରୀ

Department For Senior Citizens: ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ଵତନ୍ତ୍ର ସକ୍ରିୟ ବିଭାଗ ଜରୁରୀ – ସମୀକ୍ଷା ଖବର

ବରଦା ଦାସ / ଯୁଗ୍ମ ସମ୍ପାଦକ/କଟକ/ସମୀକ୍ଷା ନ୍ୟୁଜ:

କଟକ ତା 8-11: ରାଜ୍ୟ ସରକାର କେବଳ ଅକ୍ଟୋବର ଏକ ତାରିଖ ଦିନ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପ୍ରତି ଜିଲ୍ଲାରେ ପାଳନ କରୁଥିବା ବେଳେ ଜୁନ ପନ୍ଦର ଦିନ ବରିଷ୍ଠ ନାଗରିକ ହତାଦର ଦିବସ ରେ କୌଣସି କାର୍ଯ୍ୟକ୍ରମ କରିନାହାନ୍ତି l ସମ୍ପ୍ରତି ବରିଷ୍ଠ ନାଗରିକ ମାନେ ମାନସିକ ଶାନ୍ତି ପାଇଁ ଅନେକ ସଂଘ ଗଠନକୁ ଆଦରି ନେଇଛନ୍ତି, ସେମାନଙ୍କୁ ସମିତି ସମ୍ମିଳନୀ ଗୃହ ସରକାର ଙ୍କ ତରଫରୁ ଯୋଗାଇ ଦେବାର ଜରୁରୀ ଆବଶ୍ୟକତା ରହିଛି l ସେମାନେ ମଧ୍ଯ ଜିଲ୍ଲାପାଳ ଓ ସରକାରଙ୍କୁ ଏଥିନିମନ୍ତେ ଅନୁରୋଧ କରି ଆସୁଛନ୍ତି l ଥିଙ୍କର୍ସ କ୍ଲବ ର ଷଷ୍ଠ ବର୍ଷ 165 ତମ ଆଭାସୀ ଆଲୋଚନା ସଭାପତି ଶ୍ରୀ ବରଦା ପ୍ରସନ୍ନ ଦାସ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ବରିଷ୍ଠ ନାଗରିକ ସଂଘ ର ସମ୍ପାଦକ ରାଜ କିଶୋର ସାମନ୍ତରାୟ ଆଲୋଚନାରେ ଭାଗ ନେଇ ବହୁ ସମସ୍ୟା ଉପସ୍ଥାପନ କରିଥିଲେ l କଟକ ନଗର ଓ ଜିଲ୍ଲା ସଭାପତି ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡା ଓ ବିଷ୍ନୁ ମୋହନ ଦାସ ସାମନ୍ତ ବକ୍ତା ଭାବେ ଯୋଗଦାନ କରି ରାଜନୈତିକ ଇଚ୍ଛାଶକ୍ତି ବିନା ସମସ୍ୟା ଗୁଡିକ ସମାଧାନ ହେଉନଥିବା ପ୍ରକାଶ କରିଥିଲେ l ଏ ସମ୍ପର୍କରେ ପୂର୍ବତନ ସଚିବ, ପୂର୍ତ୍ତ ବିଭାଗ ଇଂ ଡ ନନ୍ଦ ନନ୍ଦନ ଦାସ ପ୍ରଧାନ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବେ ବୋଲି କହିଥିଲେ l ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ପ୍ରସ୍ତାବ ଗୃହିତ ହେଲା l ଶେଷରେ ସମ୍ପାଦକ ପ୍ରଫେସର ଉମାଶଙ୍କର ମିଶ୍ର ଧନ୍ୟବାଦ ଦେଇଥିଲେ l ଅଲୋଚନାଟି ଥିଙ୍କର୍ସ କ୍ଲବ ୟୁ ଟ୍ୟୁବ୍ ରେ ଉପଲବ୍ଧ l

Department For Senior Citizens: ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ଵତନ୍ତ୍ର ସକ୍ରିୟ ବିଭାଗ ଜରୁରୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Developed India: ବିକଶିତ ଭାରତ ଯୁବ ନେତୃତ୍ବ ସଂଲାପ