ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧୨ ମିନିଟ ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୧୬ ମିନିଟ ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୨୪ ମିନିଟ ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୩୩ ମିନିଟ ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୩୮ ମିନିଟ ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୪୬ ମିନିଟ ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୫୩ ମିନିଟ ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୫୮ ମିନିଟ ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୧ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୧ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Inspiration from the historic Bali Yatra of Cuttack: କଟକ ଐତିହାସିକ ବାଲିଯାତ୍ରାରୁ ପ୍ରେରଣା

Inspiration from the historic Bali Yatra of Cuttack: କଟକ ଐତିହାସିକ ବାଲିଯାତ୍ରାରୁ ପ୍ରେରଣା – ସମୀକ୍ଷା ଖବର

ବରଦା ଦାସ / ଯୁଗ୍ମ ସମ୍ପାଦକ/କଟକ/ସମୀକ୍ଷା ନ୍ୟୁଜ:

କଟକ: ବାଲିଯାତ୍ରା ମହୋତ୍ସବ ବହୁ ସ୍ଥାନରେ ମହାସମାରୋହରେ ପାଳିତ ହୋଇଥାଏ l ପ୍ରାୟ ଅଢ଼େଇ ହଜାର ବର୍ଷ ପୂର୍ବେ ଓଡିଶା ର ସମୃଦ୍ଧ ଅତୀତ ନୌବାଣିଜ୍ୟ କୁ ମନେପକାଇବା ପାଇଁ ଏହି ମେଳା ସଙ୍ଗଠିତ ହୋଇ ଆସୁଅଛି l ଜାଭା, ବାଲି, ଇଣ୍ଡୋନେସିଆ, ସୁମାତ୍ରା ,ଶ୍ରୀଲଙ୍କା, ଥାଇଲlଣ୍ଡ ଦେଶ ଗୁଡିକୁ ପାଲଟଣା ବୋଇତ ରେ ଓଡ଼ିଆ ବଣିକ ମାନେ ବାଣିଜ୍ୟ କରିବାକୁ କାର୍ତିକ ପୂର୍ଣ୍ଣମୀରେ ଯାତ୍ରା କରି ଆଷାଢ଼ ମାସ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି l ସେଇ ସ୍ମୃତି କୁ ଉଜ୍ଜୀବିତ କରିବା ପାଇଁ ବାଲିଯାତ୍ରା ପ୍ରାରମ୍ଭ ରେ ଏହି ଦିନ ରେ ଡଙ୍ଗା ଭସାଇ ଥାନ୍ତି l ଅତୀତରେ କଟକ ଗଡ଼ଗଡ଼ିଆ ଠାରେ ମୁଖ୍ୟ ନଦୀ ବନ୍ଦର ଥିଲା l ଖାଲି ସ୍ମୃତି କୁ ସ୍ମରଣ କଲେ ହେବ ନାହିଁ ସେଇ ବ୍ୟବସାୟ ପରଂପରା କୁ ମନେ ପକାଇ ଆଜିର ଯୁବଗୋଷ୍ଠୀ ଙ୍କୁ ଆତ୍ମ ନିର୍ଭରଶୀଳ ସ୍ଵରୋଜଗାର ପାଇଁ ସରକାରୀ ଏମ୍ ଏସ୍ ଏମ୍ ଇ ବିଭାଗ ଅଧିକ ତତ୍ପର ହେବା ଆଜି ଜରୁରୀ l ବାଲିଯାତ୍ରା ମେଳlରେ ପ୍ରସିଦ୍ଧ ଦହିବରା ଆଳୁଦମ, ଠୁଙ୍କା ପୁରି ଖାଇ ବିଭିନ୍ନ ମଣ୍ଡପ ପ୍ରଦର୍ଶନୀ ବୁଲିବା ସହିତ ପୂର୍ବ ଗୌରବ କିପରି ଫେରି ଆସିବ, ଓଡ଼ିଆ ବୀର ଜାତି, ଆଜିର ବେକାର ଯୁବକ ସେ ଦେଶ ବିଦେଶରେ ବେପାର ବଣିଜ କରି ସୁନାମ ଅର୍ଜନ କରିପାରିବ ତାହା ପ୍ରେରଣା ଦେଇଥାଏ l ଭାରତ ମହାମହିମ ରାଷ୍ଟ୍ରପତି ଙ୍କ ଦ୍ଵାରା ଉଦଘାଟନ ପରେ କଟକ ବାଲିଯାତ୍ରା ଓ ଐତିହ ସହର ରୂପେ ୟୁନେସ୍କୋ ଦ୍ଵାରା ଦୁଇଟିର ମାନ୍ୟତା ପ୍ରାପ୍ତି ସହ ପୂର୍ବ ଗାରିମା କିପରି ଫେରିପାଇବ ସେ ଦିଗରେ ସମସ୍ତେ ଦୃଷ୍ଟି ଦେବାକୁ ଥିଙ୍କର୍ସ କ୍ଲବ ସଭାପତି ବରଦl ଦାସ ଅନୁରୋଧ କରିଛନ୍ତି l

Inspiration from the historic Bali Yatra of Cuttack: କଟକ ଐତିହାସିକ ବାଲିଯାତ୍ରାରୁ ପ୍ରେରଣା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Kabisuryanagar National Journalists Day Observed: କବିସୂର୍ଯ୍ୟନଗରରେ ଜାତୀୟ ସାମ୍ବାଦିକ ଦିବସ ପାଳିତ