ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୮ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୮ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୮ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୯ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୯ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୯ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୯ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୯ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୯ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୯ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Mayurbhanj Children & Adolescents Talent Fair: ମୟୂରଭଞ୍ଜ ସାହିତ୍ୟ ପରିଷଦର ଶିଶୁକିଶୋର ପ୍ରତିଭା ମେଳା

Mayurbhanj Children & Adolescents Talent Fair: ମୟୂରଭଞ୍ଜ ସାହିତ୍ୟ ପରିଷଦର ଶିଶୁକିଶୋର ପ୍ରତିଭା ମେଳା – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବାରିପଦା, ୧୧/୧୧/୨୬ – ସ୍ଥାନୀୟ ମହାରାଣୀ ପ୍ରେମକୁମାରୀ ବାଳିକା ଉଚ୍ଚବିଦ୍ୟାଳୟରେ ମୟୂରଭଞ୍ଜ ସାହିତ୍ୟ ପରିଷଦର ସଂପାଦକ ମନୋଜ ଦଳବେହେରାଙ୍କ ତତ୍ତ୍ବାବଧାନରେ ଶିଶୁ-କିଶୋର ପ୍ରତିଭା ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର କମିଳା ଏହାକୁ ଉଦଘାଟନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା ଓ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ଦିଗରେ ପରିଷଦର ଭୂମିକାକୁ ପ୍ରଶଂସା କରିଥିଲେ । ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବରେ ଡ. ଶଶିଧର ବିଶ୍ବାଳ, କୈବଲ୍ୟ ମହାପାତ୍ର, ବାସନ୍ତୀଲତା ମହାପାତ୍ର, ଶଙ୍କର ଜେନା, ଅଶୋକ ପଲେଇ, ଭାରତୀ ବେବର୍ତ୍ତା, ଗୋପାଳ ସାଓ, କାବେରୀ ମିଶ୍ର, ବନମାଳୀ ପାତ୍ର, ହିମାଂଶୁ ଦାସ, ଶୈଳେନ୍ଦ୍ର ଜ୍ୟୋତିଷୀ, ଜୟନ୍ତ କୁମାର ଦ୍ବାରୀ, ଡ. ଭକ୍ତହରି ମହାନ୍ତ, ସମରେନ୍ଦ୍ର ବଶା ଓ ସୁମିତା ବେହେରା ପ୍ରମୁଖ ଯୋଗଦେଇ ଥିବା ବେଳେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଅନ୍ବେଷା ମହାକୁଡ଼, ଶାଶ୍ବତୀ ଜେନା, ବିଷ୍ଣୁଦେବ ମହାନ୍ତ, ଶୁଭଲକ୍ଷ୍ମୀ ସିଂ, ସାନଭି ପ୍ରିୟଦର୍ଶିନୀ, ଅର୍ପିତା ମହାନ୍ତ, ସମୀକ୍ଷା ଜେନା, ଦିବ୍ୟଜ୍ୟୋତି ସାହୁ, ବର୍ଷା ପ୍ରିୟଦର୍ଶିନୀ ବେହେରା, ଦେବସ୍ମିତା ପ୍ରଧାନ, ଅନୁରାଧା ବେହେରା, ଶ୍ରଦ୍ଧାଞ୍ଜଳି ସିଂ, ସୌମ୍ୟଶ୍ରୀ ବାରିକ, ଲିପସିତା ବେହେରା, ଆଦ୍ୟାଶା ଦାସ, ପ୍ରତୀକ ସାହୁ,ଆୟୁଷ ଭୁୟାଁ, ଶିବ ନାରାୟଣ ନାଏକ, ବକ୍ତୃତାରେ ମହେଶ କୁମାର ବେହେରା ଏବଂ ମହାବିଦ୍ୟାଳୟ ସ୍ତରରେ ସୁଚିପ୍ରିୟା ରାଉତ, ଦେବସ୍ମିତା ମହାକୁଡ଼, ହରପ୍ରିୟା ଦଣ୍ଡପାଟ, ଶ୍ରେୟା ସାଇନା ରାଉତ, ହିମାକ୍ଷୀ ମହାପାତ୍ର, ଚିନ୍ମୟୀ ଚନ୍ଦ୍ରିକା ମହାନ୍ତ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିବା ଜଣାପଡିଛି ।

Mayurbhanj Children & Adolescents Talent Fair: ମୟୂରଭଞ୍ଜ ସାହିତ୍ୟ ପରିଷଦର ଶିଶୁକିଶୋର ପ୍ରତିଭା ମେଳା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Maternal & Child Health Services Training Camp: ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ଉନ୍ନତି ପାଇଁ ଜିଲ୍ଲାସ୍ତରୀୟ ତାଲିମ ଶିବିର