ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୩ ମିନିଟ ପୂର୍ବେKashipur llegal sale of foreign liquor: କାଶୀପୁର-ବିଏର ପାର୍ଲର ନାଁରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ! ୨୬ ମିନିଟ ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୪୩ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୧ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୧ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୧ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୧ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ ୧ ଘଣ୍ଟା ପୂର୍ବେ‘Kanjipani’ tradition returns: ପୁଣି ଫେରିଲା ଶ୍ୟାମବାବାଙ୍କ ‘କାଞ୍ଜିପାଣି’ ପରମ୍ପରା
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ନୂଆପଡ଼ା ବରଗଡ଼ କେନ୍ଦୁଝର

Save Democracy, Remove Anarchy: ଭାରତୀୟ ଜନତା ପାର୍ଟି ତରଫରୁ ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ପଦଯାତ୍ରା

Save Democracy, Remove Anarchy: ଭାରତୀୟ ଜନତା ପାର୍ଟି ତରଫରୁ ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ପଦଯାତ୍ରା – ସମୀକ୍ଷା ଖବର

ତେଜୁରାମ ନାଏକ / ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା /ସମୀକ୍ଷା ନ୍ୟୁଜ:

ନୂଆପଡା: ଜନତାଙ୍କ ଅଧିକାର, ସମ୍ବିଧାନର ସୁରକ୍ଷା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଆହ୍ବାନ। ନୂଆପଡା ଜିଲ୍ଲା ସ୍ଥାନୀୟ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଏକତା ଛକ ନୂଆପଡା ପର୍ଯ୍ୟନ୍ତ ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି କମଲେଶ ଦୀକ୍ଷିତ ଙ୍କ ସଭାପତିତ୍ବରେ ବିଜେପି ର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ଜୟ ଢୋଲକିଆ ବିଧାୟକ ନୂଆପଡା, ମାଳବିକା ଦେବୀ କଳାହାଣ୍ଡି ସାଂସଦ, ଅଭିନନ୍ଦନ ପଣ୍ଡା ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ, ତୁଳସ ପଟେଲ ଜିଲ୍ଲା ବିଜେପି ସମ୍ପାଦକ, ପ୍ରସନ୍ନ ପାଢ଼ୀ ବରିଷ୍ଠ ବିଜେପି ନେତା, ସରୋଜ କୁମାର ସାହୁ, ସୁବ୍ରତ କୁମାର ଠାକୁର, ଆର୍ତ୍ତ ତ୍ରାଣ ମହାପାତ୍ର, ଲମ୍ବୋଦର ନିଆଲ, ସୋନିଆ ଜୈନ, ବେଲମତି ମାଝୀ, ହୋମ ସିଂ ମାଝୀ, ଚନ୍ଦନ ଠାକୁର, ଲୋକନାଥ ସିନ୍ଦୁର, ରମେଶ କେତକୀ, ରଂଜିତ ସିଂ ଦଣ୍ଡସେନା, ଶତ୍ରୁଘ୍ନ ସ୍ୱାଇଁ ଆଦି ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ଅନ୍ୟାନ୍ୟ ବିଜେପି ମହିଳା ମୋର୍ଚ୍ଚା ସଭ୍ୟା ମାନେ, ବିଜେପି କାର୍ଯ୍ୟକର୍ତ୍ତା, ଶହ ଶହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।

Save Democracy, Remove Anarchy: ଭାରତୀୟ ଜନତା ପାର୍ଟି ତରଫରୁ ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ପଦଯାତ୍ରା – ସମୀକ୍ଷା

ଗଣତନ୍ତ୍ରର ମୂଳ ଆଧାର ହେଉଛି ଜନତାଙ୍କ ସ୍ବର, ନ୍ୟାୟ, ସମାନତା ଓ ଆଇନର ଶାସନ। ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଶାନ୍ତି, ଶୃଙ୍ଖଳା ଓ ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ବ। ଗଣତନ୍ତ୍ରର ସୁରକ୍ଷା ହେଉ, ଜନତାଙ୍କ ସ୍ବର ଶକ୍ତିଶାଳୀ ହେଉ। ଦେଶରେ ଯେଉଁ ଅନ୍ୟ ବିରୋଧୀ ଦଳମାନେ ଅରାଜକତା ସୃଷ୍ଟି କରୁଛନ୍ତି ସେମାନେ ଦେଶର ଉନ୍ନତିରେ ବାଧା ସୃଷ୍ଟି କରୁଛନ୍ତି ବୋଲି ବିଜେପି ଦଳୀୟ କାର୍ଯ୍ୟକର୍ତ୍ତା ମାନେ ପ୍ରକାଶ କରିଥିଲେ।ଦେଶରେ ଇଣ୍ଡି ମେଣ୍ଟ ଓ କଂଗ୍ରେସ ଦଳର କର୍ମୀ ମାନେ ଦେଶରେ ଯେଉଁ ପ୍ରକାର ଅରାଜକତା, ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ସେମାନଙ୍କ ଉପରେ ବିଜେପି ନେତା ମାନେ ବର୍ଷିଥିଲେ। ଓଡିଶା କୁ ଏକ ବିକଶିତ ରାଜ୍ୟ ଓ ଭାରତକୁ ଏକ ବିକଶିତ ରାଷ୍ଟ୍ର ନିର୍ମାଣ କରିବା ଭାରତୀୟ ଜନତା ପାର୍ଟି ର ପ୍ରତିବଦ୍ଧତା ବୋଲି ବିଜେପି ନେତୃମଣ୍ଡଳୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Police measures for the security jewellery shops: ଅଳଙ୍କାର ଦୋକାନର ସୁରକ୍ଷା ପାଇଁ ପୋଲିସର ପଦକ୍ଷେପ