ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୧୩ ମିନିଟ ପୂର୍ବେFormer clerk arrested for misappropriating Rs 3.81 crore : ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩.୮୧ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ପୂର୍ବତନ କିରାଣୀ ଗିରଫ ୨୮ ମିନିଟ ପୂର୍ବେKeonjhar Polio Drops: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଦିନ ୮୫% ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ୪୨ ମିନିଟ ପୂର୍ବେPradhaniguda Industrial Training Institute: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ ୪୭ ମିନିଟ ପୂର୍ବେMalkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ୫୧ ମିନିଟ ପୂର୍ବେShaheed Laxman Nayak Jayanti: ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ୧ ଘଣ୍ଟା ପୂର୍ବେNaveen & Pandian’s foreign visit investigation: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୧ ଘଣ୍ଟା ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୨ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୨ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୨ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା କେନ୍ଦୁଝର ମାଲକାନଗିରି ବରଗଡ଼

ଜଗତସିଂହପୁର : ବିସର୍ଜନ ମେଢ଼ ମେଳା

ଜଗତସିଂହପୁର : ବିସର୍ଜନ ମେଢ଼ ମେଳା – ସମୀକ୍ଷା ଖବର

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

ଜଗତସିଂହପୁର, 23/10/1026: ଜଗତସିଂହପୁର ଜିଲାପାଳ ପଡିଆରେ ଜଗତଜନନୀ ମା ଦୁର୍ଗାଙ୍କ ବିସର୍ଜନ ହେବାକୁ ଆସିଥିବା ସମସ୍ତ ମେଢ଼ ଏକତ୍ରିତ ହୋଇ ଛନ୍ତି | ଭକ୍ତମାନେ ବିହୋଳ ହୋଇ ପଡିଛନ୍ତି | ମାଙ୍କ ବିଦାୟ ପାଇଁ ଆଲୋକ, ବାଜା, ତୋରଣ ଏବଂ ନାଚ ଗୀତ ସହ ଆନନ୍ଦିତ ହୋଇ ଅବିର ବୋଳାବୋଳି ହୋଇ ଝୁମି ଝୁମି ତାଳ ପକାଇ ଚାଲିଛନ୍ତି ଭକ୍ତ ଗଣ | ଜଗତସିଂହପୁର ସହରର କୋଡିଏ ରୁ ଉର୍ଧ୍ୱ ମେଢ଼ ଏଖାଟି ହେବାର ଦେଖା ଯାଇଛି |ଗତ କାଲି ଗୁରୁ ବାର ହୋଇଥିବାରୁ ପ୍ରଶାସନ ବିସର୍ଜନ ପାଇଁ ଅନୁମତି ଦେଇନଥିଲେ |ଜିଲା ଦୁର୍ଗା ପୂଜା ପରିଷଦ ମଧ୍ୟ ଚାହିଁ ନ ଥିଲେ ଗୁରୁବାର ଦିନ ବିସର୍ଜନ କରିବା ପାଇଁ | ତେଣୁ ଆଜି ଶୁକ୍ରବାର ବିସର୍ଜନ ହେଉଛନ୍ତି ମା ସମସ୍ତକ ସୁବିଧା ଅନୁଯାଇ | ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖ ପଡିଆରେ ହଜାର ହଜାର ଭକ୍ତ ରୁଣ୍ଡ ହୋଇଛନ୍ତି ମା ଙ୍କୁ ମେଲାଣି ଦେଇ ପରମ୍ପରା ଭିତିକ ଚାଲୁ ହଂସୁଆ ନଦୀରେ ଝାସ ଦେବାପାଇଁ |ଆବାଳବୃଦ୍ଧ ବନିତା ଶେଷ ଦର୍ଶନ ପାଇଁ ଭିଡରେ ପଡିଆର ଶୋଭା ବୃଦ୍ଧି କରିଛନ୍ତି |ପିଲାମାନେ କୋଳାହଳ ସୃଷ୍ଟି କରି ସଜୀବିତ କରିଛନ୍ତି ମହଲକୁ | ଘଣ୍ଟ, ମୁର୍ଦଙ୍ଗ, ଖୋଳ, ସଂକୀରର୍ତ୍ତନ, ଡ୍ରମ ବାଜା, ଆଲୋକ ଗାଡି, ନାଚ ଦଳ, ଜେନେରେଟର, ମେଲୋଡି, ବାଣ, ଅବିର ଇତ୍ୟାଦି ସମସ୍ତଙ୍କୁ ମୋହିତ କରିଦେଇଛି |ମା’ ଙ୍କ ବିଦାୟ ମାନସ ପଟଳରେ ନାଚିଉଠିଛି ସବୁ ଭକ୍ତଙ୍କର |ବିଦାୟ ଦେଇ ଭକ୍ତ ମାନେ ମାଙ୍କୁ ପୁଣି ଦେଖିବେ ଉଚ୍ଚିତ ସମୟରେ ଏକ ବର୍ଷ ପରେ ||ଜୟ ମା ଭବାନୀ କହି ସମସ୍ତେ ହାତ ଉଠେଇ ଆଶୀର୍ବାଦ ଭିଖା ମାଗିବାରେ ଦେଖିବାକୁ ମିଳିଛି |

ଜଗତସିଂହପୁର : ବିସର୍ଜନ ମେଢ଼ ମେଳା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଲକ୍ଷାଧିକ ଲୋକଙ୍କ ସମାଗମରେ ପ୍ରସିଦ୍ଧ ରାବଣ ପୋଡି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ