ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୩ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୩ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୩ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୩ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୩ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୩ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୩ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୩ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୪ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୪ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

ଜଗତସିଂହପୁର :ବାଲିକୁଦା ଅଞ୍ଚଳରେ ଦେଖା ଦେଇଛି ଅର୍ଣ୍ଣବର ଅସର

ଜଗତସିଂହପୁର :ବାଲିକୁଦା ଅଞ୍ଚଳରେ ଦେଖା ଦେଇଛି ଅର୍ଣ୍ଣବର ଅସର – ସମୀକ୍ଷା ଖବର

ଭଗବାନ ମହାନ୍ତି / ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

ଜଗତସିଂହପୁର, 27/10/2026(ନି. ପ୍ର ): ଅର୍ଣ୍ଣବ ର ଅସର ପଡିଛି ଜଗତସିଂହପୁର ଜିଲାର ବାଲିକୁଦା ବ୍ଲକ ଅଞ୍ଚଳରେ | କାଲି ରାତି ଆଠଟା ଠାରୁ ଝିପି ଝିପି ବର୍ଷା ଚାଲିଛି | ଆକାଶ ମେଘାଛନ ହୋଇ ରହିଛି | କୃଷକ ମାନଙ୍କ ମନରେ ଯେତିକି କ୍ଗୁସି ସେତିକି ମନରେ ଭୟ | ଶାଗ ସବଜି ନଷ୍ଟ ହେବ ଯଦି ଅଧିକ ବର୍ଷା ହୁଏ |ପବନ ହେଲେ ଧାନ ନଇ ପଡିବ | ଅଧିକ ବର୍ଷା ହେଲେ ଧାନ କଣ୍ଠା ହୋଇଯିବ | ପ୍ରକାଶ ଥାଉ କି ବାଲିକୁଦା ଅଞ୍ଚଳ ଏକ କୃଷି ଭିତିକ ଅଞ୍ଚଳ, ରୋଷେଇଘର ଓଡିଶା ବାସୀଙ୍କର କହିଲେ ଅତ୍ୟୁକ୍ତି ହେବନାହିଁ | ଏକଥା କହିଛନ୍ତି ଜଗତସିଂହପୁର କୃଷକ ମୋର୍ଚ୍ଚା ସଚିବ ଭଗବାନ ମହାନ୍ତି | ତାଙ୍କ କଥାରେ ବାଲିକୁଦାରୁ ଧାନ, ପାନ, ମୀନ ଓ ପନିପରିବା, ନଡ଼ିଆ, ପଇଡ଼, କାଜୁ, କଦଳୀ, ପଣସ ଇତ୍ୟାଦି ଓଡିଶା ତଥା ଅନ୍ୟ ରାଜ୍ୟକୁ ଯାଇଥାଏ | ଏହା ଏକ ବନ୍ୟା ବାତ୍ୟା ପ୍ରପୀଡ଼ିତ ଅଞ୍ଚଳ | ଏହାର ମାଟି ଅଳକା ନଦୀ ଓ କାଠଯୋଡ଼ି ଵା ଦେବିନାଦୀ ର ଅବବାହିକରେ ପଡ଼ିଥିବା ପଟୁ ମାଟିରୁ ଉତ୍ପନ |ତେଣୁ ମା ମଙ୍ଗଳା ଓ ମା ସାରଳାଙ୍କର ଆଶୀରଭାଦରୁ ଏ ଅଞ୍ଚଳ ସୁଖୀ ସମ୍ପନ୍ନ ସାଙ୍ଗଙ୍କୁ ଶିକ୍ଷା, କଳା,ସଂସ୍କୃତି,ସାହିତ୍ୟ, ବିଜ୍ଞାନ, ବାଣିଜ୍ୟ ସବୁ କ୍ଷେତ୍ରରେ ସମୃଦ୍ଧ ଅଟେ | ପ୍ରଶାସନ ତରଫରୁ ବହୁ ସତର୍କତା ଅବଲମ୍ବନ କରାଯାଇଛି, ଏ ଅଞ୍ଚଳ ପାଇ 45ଟି ଆଶ୍ରୟ ସ୍ଥଳ ବି ତାନତ ଅଛି ବୋଲି ଜିଲା ପ୍ରଶାସନ କହିଛନ୍ତି | ପାଣିପାଗ ବିଶେଷଜ୍ଞ କହିଛନ୍ତି ଏ ଅଞ୍ଚଳ ପାଇ ଆଜି ବୃଷ୍ଟି ହେବାର ସମ୍ବାବନା ଅଛି | ଆସନ୍ତା କାଲି ମଧ୍ୟ ବୃଷ୍ଟି ହେବ | ଏ ଅଞ୍ଚଳର ମସ୍ଚ୍ୟ ଯିବି ଙ୍କୁ ସତର୍କ କରା ଯାଇଛି କି କେହି ସମୁଦ୍ର ମଧ୍ୟକୁ ଯିବେ ନାହିଁ କି ନଦୀକୁ ବି ଜିବେନାହିଁ |

ଜଗତସିଂହପୁର :ବାଲିକୁଦା ଅଞ୍ଚଳରେ ଦେଖା ଦେଇଛି ଅର୍ଣ୍ଣବର ଅସର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାତ୍ୟା ‘ଅର୍ଣ୍ଣବ’ ପାଇଁ ୮ଟି ଟ୍ରେନ ବାତିଲ