ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୨୦ ମିନିଟ ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୨୪ ମିନିଟ ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୩୨ ମିନିଟ ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୪୧ ମିନିଟ ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୪୫ ମିନିଟ ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୫୪ ମିନିଟ ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୧ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୧ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୧ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୧ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

ଷଷ୍ଠ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା

ଷଷ୍ଠ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା – ସମୀକ୍ଷା ଖବର

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

ଜଗତସିଂହପୁର, 27/10/2026(ନି. ପ୍ର ):ଆଜି ଜଗତସିଂହପୁର ଆକାଶ କଳା ବାଦଲ ମୟ ଥାଇ ମଧ୍ୟ ଜିଲା ପର୍ଯ୍ୟଟନ ବିଭାଗ ତରଫରୁ ପୂର୍ବ ଦିନ ଧର୍ଯ୍ୟ ଅନୁଯାଇ 85ଜଣ ବରିଷ୍ଠ ନାଗରିକ ମାନଙ୍କୁ ନେଇଦୁଇଟି ତୀର୍ଥ ଯାତ୍ରୀ ବସ ଭୁବନେଶ୍ଵର ଅଭିମୁଖେ ଯାତ୍ରା କଲା | ଏହାକୁ ଜଗତସିଂହପୁର ସଂସଦ ବିଭୁ ଚରଣ ତରାଇ ଶୁଭାରମ୍ଭ କରିଥିଲେ | ତାଙ୍କ ସହ ଥିଲେ ଜଗତସିଂହପୁର ପୌର ପାକିକା ଅଧକ୍ଷା ଅର୍ଚନା ସିଂହ |ଜିଲା ବିଜେପି ସାଧାରଣ ସମ୍ପାଦକ ଗଣେଶ ଚନ୍ଦ୍ର ମହାନ୍ତି, ଜିଲା ସ୍ୱଦେଶୀ ଜାଗରଣ, ବରିଷ୍ଠ ନାଗରିକ ସଂଯୋଜକ ଭଗବାନ ମହାନ୍ତି, ସଂସଦ ପ୍ରତିନିଧି ସମୀର ଦାସ, ଜିଲା ପର୍ଯ୍ୟଟନ ଅଧିକାରିଣୀ ମୀରା ବାଇ ବେହେରା | ପ୍ରଥମେ ଅର୍ଚନା ସିଂହ ସମସ୍ତ ତୀର୍ଥ ଯାତ୍ରୀ ବରିଷ୍ଠ ନାଗରିକମାନଙ୍କୁ ସୁଭେତ୍ସା ଓ ଶୁଭ କାମନା ଦେଇଥିଲାବେଳେ, ସଂସଦ କହିଥିଲେ ଯେ ଆଜି ଓଡିଶାରୁ 875ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଚୟନ ହୋଇ କାଲି ରେଳ ମାଧ୍ୟମରେ ଅଯୋଧ୍ୟା, ବନାରସ ଯିବେ | ତାଙ୍କ ସହ ଡାକ୍ତର, ନର୍ସ, ପର୍ଯ୍ୟଟକ ସାଥି, ଖାଦ୍ୟ ବ୍ୟବସ୍ତା, ଔଷଧ, ଆବଶ୍ୟକୀୟ ସାମଗ୍ରୀ ସବୁ ସରକାରଙ୍କ ଦ୍ୱାରା ବ୍ୟବସ୍ଥା କରାଯାଇଛି | ତେଣୁ ସେ ଏପରି ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମଝି ଏବଂ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଧନ୍ୟବାଦ ଦେଇଥିଲେ | ଶେଷରେ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସଫଳ ଯାତ୍ରା ପାଇଁ ସୁଭେତ୍ସା ଓ ଶୁଭ କାମନା ପ୍ରଦାନ କରି ବସକୁ ମେଲାଣି ଦେଇଥିଲେ |

ଷଷ୍ଠ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ୫ ଦିନ ହେଲା ଜଳ ଯୋଗାଣ ଠପ୍‌, ବାତ୍ୟା ବର୍ଷା ବଢ଼ାଇଲା ଦୁର୍ଦ୍ଦଶା