ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୨ ଘଣ୍ଟା ପୂର୍ବେFormer clerk arrested for misappropriating Rs 3.81 crore : ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩.୮୧ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ପୂର୍ବତନ କିରାଣୀ ଗିରଫ ୨ ଘଣ୍ଟା ପୂର୍ବେKeonjhar Polio Drops: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଦିନ ୮୫% ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ୨ ଘଣ୍ଟା ପୂର୍ବେPradhaniguda Industrial Training Institute: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ ୨ ଘଣ୍ଟା ପୂର୍ବେMalkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ୨ ଘଣ୍ଟା ପୂର୍ବେShaheed Laxman Nayak Jayanti: ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ୩ ଘଣ୍ଟା ପୂର୍ବେNaveen & Pandian’s foreign visit investigation: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୩ ଘଣ୍ଟା ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୩ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୪ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୪ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା କେନ୍ଦୁଝର ମାଲକାନଗିରି ବରଗଡ଼

Meghasani Magazine Published: ପୁଣିଥରେ ପ୍ରକାଶ ପାଇଲା ମେଘାସନୀ ପତ୍ରିକା

Meghasani Magazine Published: ପୁଣିଥରେ ପ୍ରକାଶ ପାଇଲା ମେଘାସନୀ ପତ୍ରିକା – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବାରିପଦା, ୯/୧୧/୨୬ – ଶ୍ରୀମା ମହିଳା ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ନଟବର ଗିରିଙ୍କ ମାନସ ସନ୍ତାନ “ମେଘାସନୀ” ପତ୍ରିକା ୧୯୮୫ ମସିହାରୁ ପ୍ରକାଶିତ ହୋଇ ବହୁଘାତ ପ୍ରତିଘାତ ପରେ ପୁଣି ୨୦୨୬ ମସିହାରେ ତ୍ରୈମାସିକ ପତ୍ରିକା ଭାବେ ବାରିପଦାରୁ ପ୍ରକାଶ ପାଇଛି । ମେଘାସନୀ ପ୍ରିଣ୍ଟିଂଗ ପ୍ରେସ ଆନୁକୂଲ୍ୟରେ ଏବଂ ନଟବର ଗିରିଙ୍କ ସମ୍ପାଦନା ରେ ପ୍ରକାଶିତ “ମେଘାସନୀ”ର ଲେlକାର୍ପଣ ଉତ୍ସବ ପ୍ରଫେସର କୁମରମଣୀ ନାୟକଙ୍କ ଅଧ୍ୟକ୍ଷତାରେ ବାରିପଦାର ଗାଂଗରାଜ ଠାରେ ଥିବା ସୁଜାତା ଟାଓ୍ବାରରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଡକ୍ଟର ପ୍ରଫୁଲ୍ଲ କୁମାର ପଣ୍ଡା ମୁଖ୍ୟ ଅତିଥି ଓ ଇଟରନିଟୀ ଆନ୍ତରାଷ୍ଟ୍ରୀୟ ଇଂରାଜୀ ପତ୍ରିକାର ସଂପାଦକ ହରେକୃଷ୍ଣ ମହାନ୍ତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଜିର ବ୍ୟସ୍ତ ବହୁଳ ବସ୍ତୁବାଦ ଜଗତରେ ସାହିତ୍ୟ, ସଂଗୀତ ଓ ଆଧ୍ୟାତ୍ମିକତା ହିଁ ମଣିଷକୁ ବାସ୍ତବ ଆନନ୍ଦ ଦେଇପାରେ । ଜୀବନର ଚଲାପଥରେ ଯନ୍ତ୍ରଣା ଓ ଦୁଃଖ କୁ ଅତିକ୍ରମ କରି ଆଗେଇ ଯିବାକୁ ଏହି ସାହିତ୍ୟ, କବିତା, ଉପନ୍ୟାସ ଓ ନାଟକ ହିଁ ପ୍ରେରଣା ଦିଅନ୍ତି । ସେକ୍ସପିଅର, ଜଜ ବର୍ଣାଡ ଶ ଙ୍କ କାଳଜୟୀ ନାଟକ ଗୁଡିକ ସବୁଦିନ ମାନବ ସମାଜକୁ ପ୍ରେରଣା ଦେଇ ଆସୁଛନ୍ତି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଡକ୍ଟର ଶ୍ରୀନିବାସ ଭଞ୍ଜ, ପ୍ରଫେସର ପରମେଶ୍ୱର ଖୁଣ୍ଟିଆ, କଥାକାର ଦୀପକ କୁମାର ରାଉତ, କବି କରୁଣାକର ମହାନ୍ତି, ନାଲକୋ ଇଂ. ରଥୁଚନ୍ଦ୍ର ମହାନ୍ତ, କୃଷି ଅଧିକାରୀ ଲକ୍ଷ୍ମଣ ମୁର୍ମୁ, ଝାରଖଣ୍ଡରୁ ଆସିଥିବା ଲେଖକ ଲକ୍ଷ୍ମଣ କୁମାର ଗିରି, ଅଧ୍ୟାପକ ଦେlଳଗେlବିନ୍ଦ ମହାନ୍ତ, ସୁଜାତା ଗିରି, ପରିତୋଷ ମହାକୁଡ଼, ସତ୍ୟ ରଂଜନ ଗିରି, କମଳ ଲେlଚନ ମହାକୁଡ଼ ପ୍ରମୁଖ ଯେlଗଦେଇ ମେଘାସନୀ ପତ୍ରିକା ମୟୁରଭଞ୍ଜ ତଥା ଓଡିଶାର ବାଣୀଭଣ୍ଡାରକୁ ନିଶ୍ଚୟ ସମୃଦ୍ଧ କରିବ ବେlଲି କହିଥିଲେ ।

Meghasani Magazine Published: ପୁଣିଥରେ ପ୍ରକାଶ ପାଇଲା ମେଘାସନୀ ପତ୍ରିକା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Development of Mental Well being: ମହିଳା ମହାବିଦ୍ୟାଳୟରେ ମାନସିକ ସୁସ୍ଥତାର ବିକାଶ ସଂପର୍କୀତ କର୍ମଶାଳା