ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୪ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୪ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୪ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୫ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୫ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୫ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୫ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୫ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୫ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୫ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Gold biscuits seized: 211.940 ଗ୍ରାମ ସୁନା ବିସ୍କୁଟ ଜବତ, ଜଣେ ଗିରଫ

Gold biscuits seized: 211.940 ଗ୍ରାମ ସୁନା ବିସ୍କୁଟ ଜବତ, ଜଣେ ଗିରଫ – ସମୀକ୍ଷା ଖବର

କିର୍ତ୍ତୀ ଚନ୍ଦ୍ର ସାହୁ /ରାଜ୍ୟ ପ୍ରତିନିଧି / ବରିଷ୍ଠ ସାମ୍ବାଦିକ / ସମୀକ୍ଷା ନ୍ୟୁଜ : ତାରିଖ – ୧୭/୧୧/୨୬

ସୁନା ଦୋକାନ କର୍ମଚାରୀ ନିଜେ ସୁନା ବିସ୍କୁଟ ଚୋରି କରି ଚୋରି ହେବାର ନାଟକ କରିବା ପଡିଲା ମହଙ୍ଗା।ସୂଚନା ଅନୁଯାୟୀ କୋଟପାଡ଼ ସହରରେ ଥିବା ସାହିଲ ସୁନା ଦୋକାନ ରେ ସୁଜିତ କୁମାର ବାଘ ନାମକ ବ୍ୟକ୍ତି କାମ କରୁଥିଲା।ଗତ ୧୩/୧୧/୨୬ ତାରିଖରେ ଦୋକାନ ମାଲିକ ମହାଭିର ଜୈନ ସୁଜିତ କୁମାର ବାଘ କୁ ୨୧୧.୯୪୦ ଗ୍ରାମ ସୁନା ବିସ୍କୁଟ ନେଇ ନବରଙ୍ଗପୁର ରେ କଟକ ରୁ ଆସିଥିବା ସୁନା ଗହଣା କାରିଗର କୁ ଦେବା ପାଇଁ କହିଥିଲେ।ଏକ ବାଇକ ଯୋଗେ ସୁଜିତ ନବରଙ୍ଗପୁର ବାହାରିଥିଲା।ପରେ ସୁଜିତ କୁମାର ବାଘ ନିଜେ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲା ଦୁଇ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ସୁନା ବିସ୍କୁଟ ଝାମ୍ପି ନେଇ ଚମ୍ପଟ ମାରିଥିଲେ।କୋରାପୁଟ ଏସ୍ପି ଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଏ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା ସେପଟେ ସୁନା ଦୋକାନ ମାଲିକ କର୍ମଚାରୀ ସୁଜିତ କୁମାର ବାଘ ଉପରେ ସନ୍ଧେହ କରି ବୋରିଗୁମ୍ମା ଥାନା ରେ ଏତଲା ଦେଇଥିଲେ।ସନ୍ଦେହ ଘେରକୁ ସୁଜିତ ଆସିବା ପରେ ପୋଲିସ ପାପୋଡାହାଣ୍ଡି ସ୍ଥିତ ସୁଜିତ କୁମାର ବାଘ ଘରକୁ ଯାଇ ପଚରା ଉଚରା କରିବା ପରେ ସୁଜିତ ସତ ମାନିଥିଲା ନିଜ ଘରେ ସୁନା ବିସ୍କୁଟ ଲୁଚାଇ ରଖିଥିଲା।ଆଜି ପୋଲିସ ସୁନା ବିସ୍କୁଟ ଜବତ କରି ସୁଜିତ କୁମାର ବାଘ କୁ କୋର୍ଟ ଚାଲାଣ କରିଥିବା ବୋରିଗୁମ୍ମା ଥାନା ଅଧିକାରୀ ରାମାନନ୍ଦ ସାହୁ ସୂଚନା ଦେଇଛନ୍ତି।

Gold biscuits seized: 211.940 ଗ୍ରାମ ସୁନା ବିସ୍କୁଟ ଜବତ, ଜଣେ ଗିରଫ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Oil theft racket unearthed in Chadheibhola: ଚଢ଼େଇଭୋଳରେ ତେଲ ଚୋରି ରାକେଟ୍ ଠାବ ଦୁଇ ଅଭିଯୁକ୍ତ ଅଟକ