ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୩ ମିନିଟ ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୭ ମିନିଟ ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୧୬ ମିନିଟ ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୨୨ ମିନିଟ ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୨୮ ମିନିଟ ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୩୨ ମିନିଟ ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୩୭ ମିନିଟ ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ ୪୬ ମିନିଟ ପୂର୍ବେBargarh Anganwadi workers outrage over the CDPO’s arbitrary: ସିଡିପିଓଙ୍କ ମନମୁଖୀ କାର୍ଯ୍ୟ ଓ ନିମ୍ନମାନର ପୋଷାକ ଯୋଗାଣକୁ ନେଇ ତାତିଲେ ବରଗଡ଼ ଅଙ୍ଗନୱାଡି କର୍ମୀ ଓ ସହାୟିକା ୪୯ ମିନିଟ ପୂର୍ବେChief Minister’s visit to Paradip: ମୁଖ୍ୟମନ୍ତ୍ରୀଙ୍କ ପାରାଦୀପ ଗ୍ରସ୍ତକୁ ନେଇ ପୁରା ସଜାଗ ପୋଲିସ୍ ପ୍ରଶାସନ ୫୨ ମିନିଟ ପୂର୍ବେRairangpur Postal Division: ରାଇରଙ୍ଗପୁର ଡାକମଣ୍ଡଳ ପକ୍ଷରୁ ସ୍ପର୍ଶ ଛାତ୍ରବୃତ୍ତି ଓ କର୍ମଚାରୀ ପୁରସ୍କାର ଘୋଷଣା
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Illegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ

Illegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ – ସମୀକ୍ଷା ଖବର

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ:

କାଶୀପୁର :- ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏକ ବିଅରପାର୍ଲର ରେ ଅବୈଧ୍ୟ ବିଦେଶୀ ମଦ ବିକ୍ରି ଚାଲିଥିବା ଅଭିଯୋଗ କୁ ନେଇ ଉଚ୍ଚ ନ୍ୟାୟାଳୟ ର ଛାଟ ପରେ ଆଜି ଜିଲ୍ଲା ଅବକାରୀ ବିଭାଗର ଏକ ଟିମ ତରବରିଆ ଭାବେ ପହଞ୍ଚି ଉକ୍ତ ଗଛିତ ବହୁପରିମାଣ ର ବିଦେଶୀ ମଦ କୁ ସିଲ କରିଥିବା ଜଣାପଡିଛି l ସୂଚନା ପ୍ରକାରେ କାଶୀପୁର ଥାନା ଏବଂ ମୁଖ୍ୟ ସଡ଼କ ରୁ ପ୍ରାୟ ଅଳ୍ପ ଦୂରରେ ଦୀର୍ଘ ଦିନ ଧରି ଏକ ବିଦେଶୀ ମଦ ଦୋକାନ ଚାଲି ଆସୁଥିବାବେଳେ ୨୦୨୧-୨୨ ବର୍ଷ ରେ ଅଜୟ କୁମାର ବେହେରା ଙ୍କୁ ଅବକାରୀ ବିଭାଗ ପକ୍ଷରୁ କିଛି ଆଇନ ଉଲଂଘନ କରି କେବଳ ୬୦ ମିଟର ଦୂରତା ମଧ୍ୟରେ ପୁଣି ଏକ ବିଅରପାର୍ଲର ଦୋକାନ ଖୋଲାଯାଇଥିଲା l ହେଲେ ଏଭଳି ଆଇନ ଉଲଂଘନ ଚାଲିଥିଲେ ମଧ୍ୟ କୌଣସି କାରଣ ରୁ ବିଅରପାର୍ଲର ଉପରେ ଅବକାରୀ ପ୍ରଶାସନ ପକ୍ଷରୁ ଦୁଇବର୍ଷ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ହେଇପାରି ନ ଥିଲା l

Illegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ – ସମୀକ୍ଷା


ପରବର୍ତ୍ତୀ ସମୟରେ ଉକ୍ତ ଗୋଟିଏ ବିଅରପାର୍ଲର ଦୋକାନ ରେ କୌଣସି ପ୍ରକାରେ ପୁଣି ଏକ ସରକାରୀ ସ୍ୱୀକୃତି ଆଣି ଚଳିତ ମାସ ୧୨ ତାରିଖ ରୁ ଠାରୁ ବିଏର ସହ ପ୍ରାୟ ୧୩ ଲକ୍ଷ୍ୟ ଟଙ୍କାର ବିଦେଶୀ ମଦ ଗଛିତ ରଖିବ ସହ ତାହାର ବିକ୍ରିବଟା ମଧ୍ୟ ଆରମ୍ଭ କରିଦେଇଥିଲା l
ହେଲେ ଉଭୟ ମଦ ଦୋକାନୀ ମଧ୍ୟରେ ମଦ ବିକ୍ରିବାଟା କୁ ନେଇ ଉଭୟ ଙ୍କ ମଧ୍ୟରେ ଧୀରେ ଧୀରେ ତିକ୍ତତା ବଢିବା ବେଳେ ପ୍ରଥମ ରେ ଚାଲୁଥିବା ବିଦେଶୀ ମଦ ଦୋକାନୀ ଅବକାରୀ ଆଇନ ର କିଛି ତ୍ରୁଟି ସହ ଜିଲ୍ଲା ଅବକାରୀ ବିଭାଗ ର ଅହେତୁକ ସହଯୋଗ କୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦ୍ୱାରସ୍ତ ହେଇଥିଲେ l
ଉକ୍ତ ଅଭିଯୋଗ ର ଆଧାର ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏକ ଷ୍ଟେ ଆଡର ନିର୍ଦେଶନାମା ଦେବା ପରେ ଶୁକ୍ରବାର ସନ୍ଧ୍ୟା ରେ ଉକ୍ତ ଘଟଣା ରେ ଅବକାରୀ ଏ ଏସ ଆଇ ପ୍ରଶାନ୍ତ କୁମାର ଗଉଡ଼ଙ୍କ ନେତୃତ୍ୱରେ ଏବଂ ଏକ ଚାରି ଜଣିଆ ଟିମ ମଧ୍ୟରୁ କନେଷ୍ଟବୁଲ ସନ୍ତୋଷ କୁମାର ଚେଟି, ଭାଳେଶ୍ୱର ଅମାନତ୍ୟା ଏବଂ ସୁଭାଷିନୀ ଚୌଧୁରୀ ଉପସ୍ଥିତ ଅଜୟ କୁମାର ବେହେରା ଙ୍କର ଉକ୍ତ ବିଦେଶୀ ମଦ ଦୋକାନକୁ ସିଲ କରିଥିଲେ l ହେଲେ ଏଭଳି ବିଭାଗୀୟ ତ୍ରୁଟି କୁ ନେଇ ଆମେ ଜିଲ୍ଲା ଅବକାରୀ ଅଧିକାରୀ ସନ୍ତାଷ କୁମାର ଧଳ ସାମନ୍ତ ଙ୍କୁ ପ୍ରତିକ୍ରିୟା ନେବାରୁ ସମସ୍ତ ଆଇନ ଆଉ ଉପରିସ୍ଥ ଅଧିକାରୀ ମାନଙ୍କ ନିର୍ଦେଶ ଆଗରେ ନିସହାୟ ଭାବେ ବାଧ୍ୟ ହେଇ କାମ କରିବାକୁ ପଡୁଅଛି ବୋଲି ସ୍ପଷ୍ଟ ଭାବେ ମତପ୍ରକାଶ କରିଥିଲେ l

Illegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Major setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା