ଏଜେନସି ଙ୍କ ସହ ଆଲୋଚନା ପରେ ଧାରଣା ସ୍ଥଗିତ କଲା ସଂଘ
ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ନବରଙ୍ଗପୁର: ଆଠ ଦଫା ଦାବୀ ନେଇ ଦୁଇ ଦିନ ଧରି ଜାରି ରହିଥିବା ଓଡିଶା ହସ୍ପିଟାଲ କର୍ମଚାରୀ ମାନଙ୍କ ଧାରଣା ଅଭିରାମ ଏଜେନସି ର ଏରିଆ ମେନେଜର ଆସି ଆଲୋଚନା କରିଥିଲେ l ଆଠ ଗୋଟି ଦାବୀ ମଧ୍ୟ୍ୟରେ ଧାରଣା କାରି ମଧ୍ୟ୍ୟ ରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ମିଳି ନ ଥିବା ଦରମା ସାତ ଦିନ ମଧ୍ୟରେ ଦେବେ ଓ ଆଗାମୀ ସବୁ ମାସରେ 15 ତାରିଖ…