ଦାରିଙ୍ଗବାଡି :ଲଗାଣ ବର୍ଷାରେ ଭୁଶୁଡି ପଡିଲା ଝାଟିମାଟି ଘର, ଅସହାୟ ପରିବାରର ଦୁର୍ଦଶା –ସରକାରୀ ସହାୟତା ପାଇଁ ବଳିନ୍ଦ୍ର ପରିବାର
ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /କନ୍ଧମାଳ ଜିଲ୍ଲା/ସମୀକ୍ଷା ନିୟୁଜ: ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚଯାତ ଆଡ଼ିବଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ l ରାଜ୍ୟରେ ତିନିଦିନ ଧରି ଲାଗି ରହିଛି ବର୍ଷା l ସରକାର ପ୍ରୋତ୍ୟକ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଏହି ସାମ୍ବାବ୍ୟ ବାତ୍ୟାକୁ ନେଇ ସଚେତନ କରିଛନ୍ତି l କିନ୍ତୁ ଆଡିବଙ୍ଗା ଗ୍ରାମର ବଳିନ୍ଦ୍ର ବଳିୟାରସିଂ ଙ୍କ ଘର ମାଟିକାନ୍ଥ ଭୁଶୁଡି ପଡି ଥିବାରୁ ଘର ଭିତରେ ପାଣି ପଶି ଥିବାରୁ ଘରେ…