ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧୩ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୧୩ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧୩ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୧୪ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୧୪ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୧୪ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୧୪ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୧୪ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୧୪ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୧୪ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ପଛପଟ କାନ୍ଥ କାଟି ସୁନା ଦୋକାନରୁ ୪୦୦ ଗ୍ରାମ ସୁନା, ରୁପା ଲୁଟ

ପଛପଟ କାନ୍ଥ କାଟି ସୁନା ଦୋକାନରୁ ୪୦୦ ଗ୍ରାମ ସୁନା, ରୁପା ଲୁଟ – ସମୀକ୍ଷା ଖବର

ବାସୁଦେବ ହାବାଡସିଂ/ ବାଣପୁର / ସମୀକ୍ଷା ନ୍ୟୁଜ:

ବାଣପୁର ଥାନା ର ଠିକ ସାମ୍ନା ରେ ବଜାର ମଧ୍ୟରେ ଥିବା ନିରଞ୍ଜନ ଜୁଏଲାରୀ ଦୋକାନରୁ ଗତକାଲି ରାତିରେ ଲୁଟ ହୋଇଛି ପାଖାପାଖି କୋଟିଏ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହ ନଗଦ ପାଞ୍ଚ ଲକ୍ଷ ଟଙ୍କା | ୪୦୦ ଗ୍ରାମ ସୁନା ଅଳଙ୍କାର ଓ ପନ୍ଦର କିଲ ରପା ଲୁଟି ନେଇଛନ୍ତି ଦୁର୍ବୃତ୍ତ lଦୋକାନ ପଛପଟେ ଥିବା ଏକ ଛତୁଆ ଗୋଦାମ କବାଟ ତାଲା ଭଙ୍ଗି ସୁନା ଦୋକାନ ପଛପଟ କାନ୍ଥ କାଟି ଲୁଟେରା କରିଛନ୍ତି ଲୁଟ lଗୋଦାମରେ ଲାଗିଥିବା cctv ତାରକୁ କାଟି ସୁନା ଦୋକାନର ହାର୍ଡ ଡିସ୍କ ନେଇଯିଛନ୍ତି ଦୁବୃତ୍ତ | ଯେଉଁ ଭଳି ଭାବରେ ଲୁଟର କାଣ୍ଡ ଭିଆଇଛନ୍ତି ଏହା କେବଳ ପେସାଦାର ଲୁଟେରା ହିଁ କରିପାରିବେ l ଯେତେବେଳେ ବାତ୍ୟା ବର୍ଷା ପବନକୁ ଡରି ଲୋକେ ଘରେ ଶୋଇଛନ୍ତି ସେତବେଳେ ଲୁଟେରା ରଚିଛି ଲୁଟର ତାଣ୍ଡବ l ଏନେଇ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି ଜୁଏଲାରୀ ମାଲିକ ନିରଞ୍ଜନ ପାତ୍ର lତେବେ ଥାନା ସାମ୍ନାରୁ ଏଭଳି ବଡ଼ ଧରଣର ଲୁଟ ପୋଲିସ ର ମୁଣ୍ଡ ବିନ୍ଧା କରିଛି l ସାଇଣ୍ଟିଫିକ ଟିମ ଓ ବାଣପୁର ପୋଲିସ ଆସି ତଦନ୍ତ କରୁଛି l

ପଛପଟ କାନ୍ଥ କାଟି ସୁନା ଦୋକାନରୁ ୪୦୦ ଗ୍ରାମ ସୁନା, ରୁପା ଲୁଟ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପୁଣି ହେବ କଂସ ଚୟନ