ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧି/ବରଗଡ/ସମୀକ୍ଷା ନ୍ୟୁଜ:
ବରଗଡ: ୭୯ତମ ବରଗଡ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ, ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ କଳାକାର ଉପଦେଷ୍ଟା କମିଟିର ବଡ଼ ବୈଠକ, ଚଳିତ ବର୍ଷ ନୂତନ କଂସ କଳାକାର ପାଇଁ ଅଭିନେତା ଚୟନ ପାଇଁ ଆସନ୍ତା ନଭେମ୍ବର ୧ ତାରିଖରେ ବାହାରିବ ନୋଟିଫିକେସନ, ନଭେମ୍ବର ୧୫ ସୁଦ୍ଧା କଂସ ଅଭିନୟ ପାଇଁ କଳାକାର ଆବେଦନ କରିବେ, ହଟିଲା କଳାକାରଙ୍କ ବୟସ କଟକଣା,୬୦ ବର୍ଷ ବୟସରୁ ଉର୍ଦ୍ଧ କଳାକାର ସ୍ବାସ୍ଥ୍ୟ ଗତ ପ୍ରମାଣ ପତ୍ର ଦାଖଳ କରି କଂସ ଅଭିନୟ ପାଇଁ କରିବେ ଆବେଦନ, ଦୁଇ ବର୍ଷ ପାଇଁ କଂସ ଅଭିନୟ କରିବେ ମନୋନୀତ କଳାକାର, ନଭେମ୍ବର ଶେଷ ସପ୍ତାହରେ କଂସ ଅଭିନୟ ପାଇଁ କଳାକାର ଚୟନ କରାଯିବ, ବରଗଡ ADM ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ଧନୁଯାତ୍ରା କଳାକାର ଉପଦେଷ୍ଟା କମିଟିର ଜ ଜରୁରୀ ବୈଠକ, ପରେ ସୂଚନା ଦେଲେ ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ଵର ଶତପଥୀ






