ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୪ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୪ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୪ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୫ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୫ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୫ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୫ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୫ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୫ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୫ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ଜଗତସିଂହପୁର : ଏକତା ପଦ ଯାତ୍ରା

ଜଗତସିଂହପୁର : ଏକତା ପଦ ଯାତ୍ରା – ସମୀକ୍ଷା ଖବର

ଭଗବାନ ମହାନ୍ତି /ଜିଲ୍ଲା ପ୍ରତିନିଧି /ଜଗତସିଂହପୁର / ସମୀକ୍ଷା ନ୍ୟୁଜ :

ଜଗତସିଂହପୁର, 31/10/2016 ଆଜି ରାଷ୍ଟ୍ରୀୟ ଏକତା ଦିବସ | ଏହି ଉପଲକ୍ଷେ ଜଗତସିଂପୁର ଜିଲାର ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଚାଳିତ ମହାବିଦ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏସଡିପିଓ ଦିବ୍ୟ ରଞ୍ଜନ ନାଥଙ୍କ ତତ୍ୱାବଧାନରେ କଲେଜେ ଛାତ୍ର, ପୋଲିସି, ଯୁବକ ମାନେ ମିଶି ଏକତା ପଦ ଯାତ୍ରା କରିଥିଲେ | ପ୍ରକାଶ ଥାଉକି ଆଜି ସମଗ୍ର ଦେଶ ପାଳନ କରୁଛନ୍ତି ଏକତା ଦିବସ |1875ମସିହା ଅକ୍ଟୋବର 31ଦିନ ଜନ୍ମ ଗ୍ରହଣ କରିଥିଲେ ଜଣେ ଏକତାର ସୂତ୍ରଧର, ଜଣେ ଲୌହ ପୁରୁଷ ଓ ବିଦ୍ରୋହୀ ଜନତାର ଅନନ୍ୟ ଜନନାୟକ ସର୍ଦାର ବଲ୍ଲଭ ଭାଇ ପଟେଲ | ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବାପାଇଁ ସମଗ୍ର ଦେଶରେ ରନ ଫର ୟୁନିଟି ଵା ଏକତା ପଦଯାତ୍ରା ଅନୁଷ୍ଠିତ କରାଯାଇଛି |ଭାରତକୁ ନକ୍ସଲ ମୁକ୍ତ କରିଥିବା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ରାଜ୍ୟ ପୁଲିସ ବାହିନୀର ବୀରତ୍ୱ, ସାହସ ଓ ବଳିଦାନକୁ ସଂମାନ ଜଣାଇବା ଉଦେଶ୍ୟରେ ଦେଶର ପ୍ରଧାନ ମନ୍ତୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି | ଏହି ପରେଡର ଉଦେଶ୍ୟ ଲୋକଙ୍କ ମନରେ ପୋଲିସ ପ୍ରତି ସଂମାନ, ନକ୍ସଲ ପ୍ରତି ଜାଗୃକତା, ସରକାରଙ୍କର ଦୃଢ ସୁରକ୍ଷା ନୀତି ପ୍ରତି ଆଲୋକପାତ କରିବା | ବିଦ୍ୟାର୍ଥୀ ଏବଂ ଯୁବକ ମନରେ ମଧ୍ୟ ଦେଶ ଭକ୍ତି ଜାଗ୍ରତ କରି ଲୌହ ପୁରୁଷ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଵା | ଏ କଥା ପ୍ରକାଶ କରି କହିଛନ୍ତି ଶ୍ରୀ ନାଥ | ପରି ଶେଷରେ ଶ୍ରୀ ନାଥ ସମସ୍ତ ଛାତ୍ର ଛାତ୍ରୀ, କଲେଜେ ଅଧକ୍ଷା ଡ ସୁଜାତା ଓତ୍ତା, ଜଗତସିଂହପୁର ଯୁବକ ଯୁବତୀ ,ଭାଗ ନେଇଥିବା ପୋଲିସ, ତାଙ୍କ ସହ କର୍ମୀ ଓ ଏସପି, ଜିଲ୍ଲାପାଳ, ସମସ୍ତ ପ୍ରଶାସନ,ଜନସାଧାରଣ ଓ ପତ୍ରକାର ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

ଜଗତସିଂହପୁର : ଏକତା ପଦ ଯାତ୍ରା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜଗତସିଂହପୁର : ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଶପଥ ପାଠ