ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:
ପାରାଦ୍ଵୀପ ପୌର ପରିଷଦ ରେ ବିଭିନ୍ନ କାର୍ଯ୍ୟକୁ ନେଇ ହେଉଥିବା ଟେଣ୍ଡର ଜରୀଆରେ ଅନିୟ ମିତାକୁ ନେଇ ଆଜି ପାରାଦୀପ ଅତିରିକ୍ତ ଜିଲଲାପାଳଙ୍କ ଅଫିସ ସମ୍ମୁଖରେ ଗାନ୍ଧି ମୂର୍ତ୍ତି ଆଗରେ ପାରାଦୀପ ପୌର ପରିଷଦ ଉପାଧ୍ୟକ୍ଷ ଓ ଦୁଇ ପାରିଷଦ ଧାରଣାରେ ବସି ଥିବା ଦେଖିବାକୁ ମିଳିଛି l ଖବର୍ ନେବାର ଜଣା ଯାଇଛି ବିଗତ ସରକାର ରେ ଭାରତ ସରକାର ଙ୍କ ତରଫରୁ ଉଚ୍ଚ ପ୍ରସଶିତ ହୋଇଥିବା ପାରାଦୀପ ପରିଷଦ ଆଜି ଦୁର୍ନୀତି ରେ ବୁଡ଼ିଥିବା ବେଳେ ଅଧକ୍ଷ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ବିରୁଦ୍ଧରେ ଆସିଛି ଅଭିଯୋଗ l ଏହି ଆଣିଲେ ପାରାଦୀପ ପୌର ପରିଷଦ ଉପାଧ୍ୟକ୍ଷ ଚବିଲତା ରାଉତ୍ l ଦୀର୍ଘ୍ ଚାରି ବର୍ଷ ଧରି ପୌର ପରିଷଦ ରେ ବିଓଭି, ସିଟିବିଟି ଆଲୋକିକରଣ ସାନିଟେସନ, ଗୋଷ୍ଟି ଶୌଚାଳୟ ଓ ବିଭିନ୍ନ ଟେଣ୍ଡର କୁ ନେଇ ହୋଇଥିବା ଘୋଟଲା କୁ ନେଇ ଉଠିଛି ଅଭିଯୋଗ l ଯାହାକି ପୌର ପରିଷଦ ଅଧ୍ୟକ୍ଷ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନମୁଖୀ କରୁଛନ୍ତି ଟେଣ୍ଡର l ଏଥିନେଇ ଆମେ ପାରାଦୀପ ପୌର ପରିଷଦ ନିଜର ମତ ଦେଇ କହିଛନ୍ତି ଗାନ୍ଧୀଙ୍କ ନିତି ନିୟମ ଅନୁସାରେ ପାରାଦୀପ ପୌର ପରିଷଦ ତାର କାର୍ଯ୍ୟ କରି ଚାଲିଛି l କାହାର ବେକ୍ତି ଗତ ଅଭିଯୋଗ କୁ ନେଇ ଆମେ କିଛି କହି ପାରିବୁ ନାହିଁ l ଆଜି ପାରିଷଦ ଙ୍କ ମୀଟିଙ୍ଗ ରେ ୧୯ଟି ୱାର୍ଡ ରୁ ୧୬ଜନ ପାରିଷଦ ଉପସ୍ଥିତ ଅଛନ୍ତି l






