ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୧ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୧ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୧ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୧ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୧ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୧ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୨ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୨ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୨ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Awareness camp: ଓଡିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ

Awareness camp: ଓଡିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ସୁଦାମ ଚନ୍ଦ୍ର ବେହେରା/ଦେବଗଡ଼ ସାମ୍ବାଦିକ/ସମୀକ୍ଷା ନ୍ୟୁଜ:

ସମ୍ବଲପୁର ରିଜନାଲ ମ୍ୟାନେଜର ଙ୍କ ଆହ୍ୱାନ କ୍ରମେ ଆଜି ଦେବଗଡ ଜିଲ୍ଲା ବାରକୋଟ ବ୍ଲକରେ ଓଡିଶା ଗ୍ରାମୀଣ ବ୍ୟାଙ୍କର ସ୍ୱୟଂ ସହାୟକ ଗୋଷ୍ଠୀ କୁ ନେଇ ଆଜି ମଧ୍ୟାହ୍ନ ସମୟରେ ବାରକୋଟ ବ୍ଲକ କଲା ଗ୍ରାମ ପଂଚାୟତରେ ଥିବା ଓଜିବି ବ୍ୟାଙ୍କର ନେତୃତ୍ୱରେ ସୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ନେଇ କଲା ଗ୍ରାମ ପଂଚାୟତରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଲା ଓଜିବି ବ୍ୟାଙ୍କର ବ୍ୟାଙ୍କ ମ୍ୟାନେଜର ସମିୟ ପ୍ରସାଦ ପୋତି, ବ୍ୟାଙ୍କ ସହଯୋଗୀ ମିତ୍ର ଭାନୁ ରାଉତ, ଲିଡ଼ ଡିଷ୍ଟ୍ରିକ ମ୍ୟାନେଜର ଲଣିନି କାନ୍ତ ପଣ୍ଡା, ଏବଂ ବ୍ୟାଙ୍କ ମିତ୍ର ଉର୍ମିଳା ସାହୁ ତଥା ସମସ୍ତ କର୍ମୀଙ୍କ ସହଯୋଗେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଓଜିବି ବ୍ୟାଙ୍କର ରିଜନାଲ ରେଭନୁ ମ୍ୟାନେଜର ସଂଜୀବ ମିଶ୍ର ସମ୍ବଲପୁର, ସଂତକ ରଞ୍ଜନ ମିଶ୍ର ଏଲ. ବି. ଓ ଆର ବି ଆଇ ଭୁବନେଶ୍ୱର, ଉପସ୍ଥିତ ରହି,ଅଭିଯାନରେ ଅନ୍ତର୍ଭୁକ୍ତ ବିଭିନ୍ନ ମୁଖ୍ୟ କାର୍ଯ୍ୟକ୍ରମର ଉଧେଶ୍ୟ ଗୁଡିକରେ ଗୋଷ୍ଠୀ ମହିଳାଙ୍କ ସହ ଆଲଚନା କରିଥିଲେ। ଯଥା ସାଇବର କ୍ରାଇମ, PMJJBY, PMSBY, APY, KYC ବିଭିନ୍ନ ଜୀବନ ବୀମା, ଏହିପରି ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ସଚେତନତା କରାଇଥିଲେ।ଏହି ସଭାରେ ଗୋଷ୍ଠୀ ମହିଳା ମାନେ ଆଗାମୀ ଦିନରେ ବିଭିନ୍ନ ଠକେଇର ସ୍ୱୀକାର ନହୁଅନ୍ତି ଏହି ବାର୍ତ୍ତାକୁ ଗୁରୁତ୍ୱର ସହ ନେଇଥିଲେ। ଆଜିର ଏହି ସଭାରେ କଲା ପଂଚାୟତର 20ଗୋଟି ଗୋଷ୍ଠୀରୁ ଦୁଇଶହ ରୁ ଉର୍ଦ୍ଧ ମହିଳା ଉପସ୍ଥିତ ରହିଥିଲେ।

Awareness camp: ଓଡିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Paradip Major Corruption in the Municipal Council: ପାରାଦ୍ଵୀପ ପୌର ପରିଷଦର ମହାଦୁର୍ନୀତି ,ବିରୁଦ୍ଧରେ ଧାରଣା ଦେଲେ ପୌର ପରିଷଦ ଉପାଧ୍ୟକ୍ଷ