ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୧ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୧ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୧ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୧ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୧ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୨ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୨ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୨ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୨ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Paradip Major Corruption in the Municipal Council: ପାରାଦ୍ଵୀପ ପୌର ପରିଷଦର ମହାଦୁର୍ନୀତି ,ବିରୁଦ୍ଧରେ ଧାରଣା ଦେଲେ ପୌର ପରିଷଦ ଉପାଧ୍ୟକ୍ଷ

Paradip Major Corruption in the Municipal Council: ପାରାଦ୍ଵୀପ ପୌର ପରିଷଦର ମହାଦୁର୍ନୀତି ,ବିରୁଦ୍ଧରେ ଧାରଣା ଦେଲେ ପୌର ପରିଷଦ ଉପାଧ୍ୟକ୍ଷ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ପାରାଦ୍ଵୀପ ପୌର ପରିଷଦ ରେ ବିଭିନ୍ନ କାର୍ଯ୍ୟକୁ ନେଇ ହେଉଥିବା ଟେଣ୍ଡର ଜରୀଆରେ ଅନିୟ ମିତାକୁ ନେଇ ଆଜି ପାରାଦୀପ ଅତିରିକ୍ତ ଜିଲଲାପାଳଙ୍କ ଅଫିସ ସମ୍ମୁଖରେ ଗାନ୍ଧି ମୂର୍ତ୍ତି ଆଗରେ ପାରାଦୀପ ପୌର ପରିଷଦ ଉପାଧ୍ୟକ୍ଷ ଓ ଦୁଇ ପାରିଷଦ ଧାରଣାରେ ବସି ଥିବା ଦେଖିବାକୁ ମିଳିଛି l ଖବର୍ ନେବାର ଜଣା ଯାଇଛି ବିଗତ ସରକାର ରେ ଭାରତ ସରକାର ଙ୍କ ତରଫରୁ ଉଚ୍ଚ ପ୍ରସଶିତ ହୋଇଥିବା ପାରାଦୀପ ପରିଷଦ ଆଜି ଦୁର୍ନୀତି ରେ ବୁଡ଼ିଥିବା ବେଳେ ଅଧକ୍ଷ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ବିରୁଦ୍ଧରେ ଆସିଛି ଅଭିଯୋଗ l ଏହି ଆଣିଲେ ପାରାଦୀପ ପୌର ପରିଷଦ ଉପାଧ୍ୟକ୍ଷ ଚବିଲତା ରାଉତ୍ l ଦୀର୍ଘ୍ ଚାରି ବର୍ଷ ଧରି ପୌର ପରିଷଦ ରେ ବିଓଭି, ସିଟିବିଟି ଆଲୋକିକରଣ ସାନିଟେସନ, ଗୋଷ୍ଟି ଶୌଚାଳୟ ଓ ବିଭିନ୍ନ ଟେଣ୍ଡର କୁ ନେଇ ହୋଇଥିବା ଘୋଟଲା କୁ ନେଇ ଉଠିଛି ଅଭିଯୋଗ l ଯାହାକି ପୌର ପରିଷଦ ଅଧ୍ୟକ୍ଷ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନମୁଖୀ କରୁଛନ୍ତି ଟେଣ୍ଡର l ଏଥିନେଇ ଆମେ ପାରାଦୀପ ପୌର ପରିଷଦ ନିଜର ମତ ଦେଇ କହିଛନ୍ତି ଗାନ୍ଧୀଙ୍କ ନିତି ନିୟମ ଅନୁସାରେ ପାରାଦୀପ ପୌର ପରିଷଦ ତାର କାର୍ଯ୍ୟ କରି ଚାଲିଛି l କାହାର ବେକ୍ତି ଗତ ଅଭିଯୋଗ କୁ ନେଇ ଆମେ କିଛି କହି ପାରିବୁ ନାହିଁ l ଆଜି ପାରିଷଦ ଙ୍କ ମୀଟିଙ୍ଗ ରେ ୧୯ଟି ୱାର୍ଡ ରୁ ୧୬ଜନ ପାରିଷଦ ଉପସ୍ଥିତ ଅଛନ୍ତି l

Paradip Major Corruption in the Municipal Council: ପାରାଦ୍ଵୀପ ପୌର ପରିଷଦର ମହାଦୁର୍ନୀତି ,ବିରୁଦ୍ଧରେ ଧାରଣା ଦେଲେ ପୌର ପରିଷଦ ଉପାଧ୍ୟକ୍ଷ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର A lock hangs forest guards: ବନରକ୍ଷୀଙ୍କ ବାସଗୃହ ଓ କାର୍ଯ୍ୟାଳୟରେ ଝୁଲୁଛି ତାଲା