ଗୋପବନ୍ଧୁ ଜେନା /କଣାସ ସାମ୍ବାଦିକ/ସମୀକ୍ଷା ନ୍ୟୁଜ:
ପୁରୀ ଜିଲ୍ଲା ସତ୍ୟବାଦୀ ଆଜି ପବିତ୍ର ଅଂଳା ନବମୀ ଓ ରାଧାପାଦ ଦର୍ଶନ ପାଇଁ ଚଳ ଚଞ୍ଚଳ ହୋଇଛି । ବହୁ ଦୂର ଦୂରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁ ଆସନ୍ତି ରାଧାରାଣୀ ଙ୍କ ଓଡ଼ିଆଣୀ ଦେଶ ଦେଖିବାକୁ । ଆଜିର ଦିନରେ ଶ୍ରଦ୍ଧାଳୁ ମାନେ ପାଦ ଦର୍ଶନ ର ସୁଯୋଗ ପାଇଥାନ୍ତି ଓ ଶ୍ରୀରାଧାଙ୍କୁ ଦର୍ଶନ କଲେ ମହାପୂଣ୍ୟ ମିଳିବା ସହିତ ମହିଳା ମାନେ ସୌଭାଗ୍ୟବତୀ ହେବାର ସୂଯୋଗ ପାଇଥାନ୍ତି ବୋଲି ବିଶ୍ୱାସ ରହିଥିବା ବେଳେ ଶ୍ରଦ୍ଧାଳୁ ମାନେ ଆଜିର ଦିନରେ ଅଂଳା ଗଛ ମୂଳରେ ପୂଜାର୍ଚ୍ଚନା କରି ମାନସିକ ରଖି ସଂକଳ୍ପ କରିଥାନ୍ତି
ଏହିପରିପ୍ରେକ୍ଷିରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସୁରକ୍ଷା ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲ ।






