ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୮ ମିନିଟ ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୧୪ ମିନିଟ ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୨୦ ମିନିଟ ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୨୪ ମିନିଟ ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୨୯ ମିନିଟ ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ ୩୭ ମିନିଟ ପୂର୍ବେBargarh Anganwadi workers outrage over the CDPO’s arbitrary: ସିଡିପିଓଙ୍କ ମନମୁଖୀ କାର୍ଯ୍ୟ ଓ ନିମ୍ନମାନର ପୋଷାକ ଯୋଗାଣକୁ ନେଇ ତାତିଲେ ବରଗଡ଼ ଅଙ୍ଗନୱାଡି କର୍ମୀ ଓ ସହାୟିକା ୪୧ ମିନିଟ ପୂର୍ବେChief Minister’s visit to Paradip: ମୁଖ୍ୟମନ୍ତ୍ରୀଙ୍କ ପାରାଦୀପ ଗ୍ରସ୍ତକୁ ନେଇ ପୁରା ସଜାଗ ପୋଲିସ୍ ପ୍ରଶାସନ ୪୪ ମିନିଟ ପୂର୍ବେRairangpur Postal Division: ରାଇରଙ୍ଗପୁର ଡାକମଣ୍ଡଳ ପକ୍ଷରୁ ସ୍ପର୍ଶ ଛାତ୍ରବୃତ୍ତି ଓ କର୍ମଚାରୀ ପୁରସ୍କାର ଘୋଷଣା ୪୮ ମିନିଟ ପୂର୍ବେCo-education system is failing: ବିଫଳ ହେଉଛି ସହଶିକ୍ଷା ବ୍ୟବସ୍ଥା, ସାଇଁକୁଳାରେ ରହିଛି ପୁଅ, ଝିଅଙ୍କ ପାଇଁ ପୃଥକ ପ୍ରାଥମିକ ବିଦ୍ୟାଳୟ ୫୨ ମିନିଟ ପୂର୍ବେObservance Annual Mines Safety : ଗୋରୁମହିଷାଣି ଲୌହଖଣିର ୪୪ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷ ପାଳନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

ଜଗତସିଂହପୁର: ଆକାଶ ମେଘାଛନ

ଜଗତସିଂହପୁର: ଆକାଶ ମେଘାଛନ – ସମୀକ୍ଷା ଖବର

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

ଜଗତସିଂହପୁର, 28/10/2026(ନି. ପ୍ର ): ଆଜି ସକାଳର ଜଗତସିଂହପୁର ଆକାଶ ସ୍ଥିତି ମେଘାଛନ ରହିଛି |ଗତ କାଲିଠାରୁ ବର୍ଷା ମଝିରେ ମଝିରେ ବରଷି ଚାଲିଛି |ଅର୍ଣ୍ଣବର ପ୍ରଭାବ ଏଠାରେ କେବଳ ବର୍ଷା ସୃଷ୍ଟି କରିଛି | ଏପର୍ଯ୍ୟନ୍ତ କୌଣସି ଅପ୍ରିତିକର ପରିସ୍ଥିତି ସାମ୍ନାକୁ ଆସିନାହିଁ |ସରକାରଙ୍କର ନିର୍ଦେଶ ଅନୁଯାଇ ପ୍ରଶାସନ ପୂର୍ଣ୍ଣରୂପେ ପ୍ରସ୍ତୁତ ଅଛନ୍ତି ବୋଲି ଜିଲାପାଳଙ୍କ ପ୍ରେସ୍ର ବିଜ୍ଞପ୍ତି ଦେଇଛନ୍ତି | ପ୍ରକାଶ ଥାଉକି, ଜଗତସିଂହପୁର ଗ୍ରାମାଞ୍ଚଳରେ ଗଜ ଲକ୍ଷ୍ମୀ ପୂଜା ବିସର୍ଜନ ମଧ୍ୟ ଅଛି | ମାଙ୍କ ଆଶୀର୍ବାଦରେ ଯଥୋଚିତ ବର୍ଷା ବି ଏ ପର୍ଯ୍ୟନ୍ତ ହୋଇଛି | ଚାଷୀ ଭାଇ ମାନେ ଆନନ୍ଦିତ ଅଛନ୍ତି |ଘରେ ଘରେ ସମସ୍ତେ ଅର୍ଣ୍ଣବର ଖବର ପଢୁଛନ୍ତି ଵା ଦୂରଦର୍ଶନରୁ ଦେଖୁଛନ୍ତି |ବାହାର ପାଗ ଖରାପ ଥିବାରୁ ସମସ୍ତେ ଘରେ ରହି ଅର୍ଣ୍ଣବର ସ୍ଥଳ ଭାଗକୁ ପ୍ରବେଶ ଅପେକ୍ଷାରେ ଅଛନ୍ତି | ତେଣୁ ଆଜି ଅକ୍ଟୋବର 28ତାରିଖ | ଜଗତସିଂହପୁର ରେ ଅକ୍ଟୋବର ଆସିଲେ ମନେପଡେ ସେହି ଅକ୍ଟୋବର 29 ତାରିଖ 1999ମସିହା କଥା | ପ୍ରଳୟାକରି ମହାବାତ୍ୟା ଯିଏ ଜଗତସିଂହପୁରକୁ ସ୍ମଶାନ ଘାଟ ବନେଇ ଦେଇ ଯାଇଥିଲା | ଘର ଦ୍ୱାର,ବୃକ୍ଷ୍ୟ, ଅଟାଳିକା, ବିଜୁଳି ଖୁଣ୍ଟ ସବୁ ମାଟିରେ ମିସେଇଦେଇଥିଲା | ସହ ସହ ଲୋକ, ଗୋରୁ ଗାଈ ମଇଁଷି, ଛେଳି, କୁକୁଡ଼ା, ବତକ, ମାଛ ସବୁ ସଫା କରି ଦେଇଥିଲା | କି ଭାୟାନକ ସେ ପ୍ରଳୟ ଥିଲା ବୋଲି ଆଖିରେ ଦେଖିଥିବା ଓ ଅଙ୍ଗେଲିଭେଇଥିବା ବ୍ୟକ୍ତି ଆଜିର ବରିଷ୍ଠ ନାଗରିକ ସଂଯୋଜକ ଭଗବାନ ମହାନ୍ତି କୁହନ୍ତି | ସେ ପୁଣି କହିଛନ୍ତି,ପ୍ରଭୁ ଜଗନ୍ନାଥ ସହାୟ ହୁଅନ୍ତୁ ଆମ ଜଗତସିଂହପୁରକୁ, ସେପରି ପ୍ରଳୟ ଓ କ୍ଷୟ ନ ହେଉ ପ୍ରଭୁ | ଆପଣଙ୍କ ଆଶୀର୍ବାଦ ରହୁ ଏ ଅଞ୍ଚଳ ପାଇଁ |

ଜଗତସିଂହପୁର: ଆକାଶ ମେଘାଛନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଆମାନାରା ଗ୍ରାମ ପଞ୍ଚାୟତରେ ଆଜି ଗାଁ ପ୍ରଶାସନ ଓ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ