ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧୧ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୧୧ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧୧ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୧୧ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୧୧ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୧୧ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୧୧ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୧୧ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୧୧ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୧୨ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ରାଇରଙ୍ଗପୁରରେ ଆର୍ମି ୱେଲଫେୟାର ପ୍ଲେସମେଣ୍ଟ ସଂସ୍ଥାର ମେଗା ନିଯୁକ୍ତି ଶିବିର

ରାଇରଙ୍ଗପୁରରେ ଆର୍ମି ୱେଲଫେୟାର ପ୍ଲେସମେଣ୍ଟ ସଂସ୍ଥାର ମେଗା ନିଯୁକ୍ତି ଶିବିର – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ରାଇରଙ୍ଗପୁର, ୩୦/୦/୨୬ -ଆର୍ମି ଓ୍ବେଲଫେୟାର ପ୍ଲେସ ମେଣ୍ଟ ଅର୍ଗାନାଇଜେସନ ତରଫରୁ ରାଇରଙ୍ଗପୁରସ୍ଥ ମହତାବ ଭବନ ପରିସରରେ ଏକ ବିଶାଳ ନିଯୁକ୍ତି ମେଳା ଆଜି ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆର୍ମି ଓ୍ବେଲଫେୟାର ଅର୍ଗାନାଇଜେସନ ପ୍ଲେସମେଣ୍ଟ କୋଲକାତାର ଡାଇରେକ୍ଟର କଲୋନେଲ ଗୌତମ କୁମାର ଯୋଗ ଦେଇ ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଦେଶର ସୈନିକ ପରିବାରର ସଦସ୍ୟଙ୍କ ମଙ୍ଗଳାର୍ଥେ, ଆତ୍ମ ନିର୍ଭରଶୀଳ, ସାମାଜିକ ସୁରକ୍ଷା, ନିଯୁକ୍ତି ନେଇ ବହୁବିଧ କାର୍ଯ୍ୟକ୍ରମ ହାତକୁ ନେଇଛି । ପ୍ରଥମ ଥର ପାଇଁ ଆଦିବାସୀ ଅଧ୍ୟୁଷିତ ମୟୂରଭଂଜ ଜିଲ୍ଲା ତଥା ଆଖପାଖ ଦୁର୍ଗମ ଅଞ୍ଚଳରେ ରହୁଥିବା ସୈନିକ ପରିବାର ଲୋକେ ଏହି ନିଯୁକ୍ତି ମେଳାର ସୁଯୋଗ ନେଇପାରିବେ ବୋଲି କହିଥିଲେ ‌। ଆଜିର ନିଯୁକ୍ତି ମେଳାରେ ୧୩ ଟି ବହୁ ବଡ଼ ବଡ଼ କର୍ପୋରେଟ ସେକ୍ଟର, ବିଭିନ୍ନ ନାମିଦାମୀ କମ୍ପାନୀ, ବ୍ୟାଙ୍କ ସେକ୍ଟର, ଔଷଧ କମ୍ପାନୀ, ଶିଳ୍ପ ବିଭାଗ , ଫାଇନାନ୍ସ କମ୍ପାନୀ, ବୀମା କମ୍ପାନୀ ଭାଗ ନେଇଥିଲେ ।୧୧୩ ଜଣ ସୈନିକ ପରିବାରର ଯୁବକ,ଯୁବତୀ,ଅବସର ସେ ନାନୀ ନିଯୁକ୍ତି ପାଇଁ ଆବେଦନ କରିଥିଲେ । ସେମାନଙ୍କୁ ୨/୩ ସପ୍ତାହ ମଧ୍ୟରେ ନିଯୁକ୍ତି ଉପରେ ସୂଚନା ଦିଆଯିବ । ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁରର ଅବସର ସୈନିକ ସଂଘର ସଭାପତି କେପଟେନ ଗୁରୁଚରଣ ହେମ୍ବ୍ରମ , ଅବସରପ୍ରାପ୍ତ ମେଜର ଦେଵେନ୍ଦ୍ର ଦାସ ଏବଂ ତାଙ୍କ ଟିମ୍ ପରିଚାଳନାରେ ସହଯୋଗ କରିଥିଲେ । ଗୁରୁଚରଣ ହେମ୍ବ୍ରମ ଙ୍କ ବଳିଷ୍ଠ ଉଦ୍ଯମ ଯୋଗୁଁ ସୈନିକ ମାନଙ୍କ ପାଇଁ ବହୁବିଧ ଜନକଲ୍ଯାଣ ଆୟୋଜନ କରାଯାଉଥିବାରୁ ସୈନିକ ମାନେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ସୁଵେଦାର ଶୁଶିଲ କୁମାର ସ୍ବାଇଁ ମଂଚ ପରିଚାଳନା କରିଥିଲେ । ଏନେଇ ନିଯୁକ୍ତି କ୍ଷେତ୍ରରେ ଯୋଗ ଦେବାକୁ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ରାଇରଙ୍ଗପୁରରେ ଆର୍ମି ୱେଲଫେୟାର ପ୍ଲେସମେଣ୍ଟ ସଂସ୍ଥାର ମେଗା ନିଯୁକ୍ତି ଶିବିର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଲଗାତର ଦ୍ଵିତୀୟ ଥର ପାଇଁ ନଭେମ୍ବରର ତିନିଦିନିଆ ରାଷ୍ଟ୍ରପତିଙ୍କ ଜନ୍ମମାଟି ଆଗମନ କାର୍ଯ୍ୟକ୍ରମ ବାତିଲ