ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୭ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୭ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୭ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୭ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୭ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୭ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୮ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୮ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୮ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୮ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ନୀଳାଚ଼ଳ ସେବା ପ୍ରତିଷ୍ଠାନ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ସେବାର ସ୍ୱର୍ଗ

ନୀଳାଚ଼ଳ ସେବା ପ୍ରତିଷ୍ଠାନ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ସେବାର ସ୍ୱର୍ଗ – ସମୀକ୍ଷା ଖବର

ଗୋପବନ୍ଧୁ ଜେନା /କଣାସ ସାମ୍ବାଦିକ/ସମୀକ୍ଷା ନ୍ୟୁଜ:

ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ନୀଳାଚଳ ସେବା ପ୍ରତିଷ୍ଠାନ ଦୟା ବିହାର ମାନସିକ ଅସୁସ୍ଥ ବେକ୍ତିଙ୍କ ପାଇଁ ଏକ ନିଆରା ସାହାରା ର ସ୍ବର୍ଗ ପାଲଟିଛି । ଜେମିତି କି ମୁକ୍ତ ଆକାଶରେ ବିହଙ୍ଗ ଉଡୁଥାଏ ଠିକ୍ ସେହିପରି ମାନସିକ ଅସୁସ୍ଥ ବେକ୍ତିମାନେ ନାଚ ଗୀତ ଖେଳ ପ୍ରତିଯୋଗିତା ରେ ଦୀନ କାଟୁଛନ୍ତି । ହଁ ଅଜ୍ଞା ଆଉ ରାସ୍ତା ଘାଟରେ ଦେଖିବାକୁ ମିଳିବନି ମାନସିକ ଅସୁସ୍ଥ ବେକ୍ତି କାରଣ ଅସହାୟ ଅସୁସ୍ଥ ବେକ୍ତି ମାନଙ୍କୁ ନେଇ ନୀଳାଚ଼ଳ ସେବା ପ୍ରତିଷ୍ଠାନ ଖୋଲିଛି କଲ୍ଯାଣି ପ୍ରକଳ୍ପ , ନାଁ ସେମାନଙ୍କ ପାଇଁ ବାଧା ଅଛି ନା ବିଘ୍ନ ନା ସେମାନେ ଆଉ ଡ଼ଷ୍ଟପିନ୍ ରୁ ବୁଲି ଗୋଟାଇ ଖାଇଛନ୍ତି; ଯେଉଁଠି ସେମାନଙ୍କୁ ଉପଯୁକ୍ତ ସେବା ଜତନ୍ନ ଭଲ ପାଇବା ଏବଂ ଚିିକିତ୍ସା ଯୋଗାଇ ଦିଆଯାଉଛି ସାତଶହ ପଚାଶ ଜଣ ( ୭୫୦ ) ପୁରୁଷ, ମହିଳା ଅନ୍ତେବାସୀଙ୍କୁ ; ଏଇତ ସେମାନଙ୍କ ର ସ୍ୱର୍ଗ ଏହା ଠାରୁ କଣ ଆଉ ଅଧିକ ହୋଇପାରେ । ଏଇ କଲ୍ୟାଣି ସଫଳ ହୋଇଛି ନୀଳାଚଳ ସେବା ପ୍ରତିଷ୍ଠାନ କଲ୍ୟାଣି ର ମୂଖ୍ୟ ପରିଚାଳକ କୃଷ୍ଣଚନ୍ଦ୍ର ନିଶଙ୍କ ଓ ସହଯୋଗ କରୁଥିବା ସମସ୍ତ କର୍ମୀଙ୍କୁ ସାଧୁବାଦ ଜଣାଇଛନ୍ତି କଣାସ ଅଞ୍ଚଳ ବାସୀ ଓ ନୀଳାଚଳ ସେବା ପ୍ରତିଷ୍ଠାନ ର ସମ୍ପାଦକ ଶ୍ରୀଯୁକ୍ତ ସୁବାସ ଚ଼ନ୍ଦ୍ର ଗଜେନ୍ଦ୍ର ।

ନୀଳାଚ଼ଳ ସେବା ପ୍ରତିଷ୍ଠାନ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ସେବାର ସ୍ୱର୍ଗ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରିରେ ଏକତା ପଦଯାତ୍ରା ଆୟୋଜିତ