ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୫୮ ମିନିଟ ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୧ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୧ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୧ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୧ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୧ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୧ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୧ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୧ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ସହିଦ ନୁଦୁରାମ ସୋରେନ ପ୍ରି ଡିଫେନ୍ସ ଓ ପୋଲିସ ଟ୍ରେନିଂ କ୍ୟାମ୍ପରେ ବାମନଘାଟି ସବ୍‌-ଡିଭିଜନରୁ ୧୨୫ ଜଣ ଛାତ୍ରଛାତ୍ରୀଙ୍କ ମାଗଣା ତାଲିମ

ସହିଦ ନୁଦୁରାମ ସୋରେନ ପ୍ରି ଡିଫେନ୍ସ ଓ ପୋଲିସ ଟ୍ରେନିଂ କ୍ୟାମ୍ପରେ ବାମନଘାଟି ସବ୍‌-ଡିଭିଜନରୁ ୧୨୫ ଜଣ ଛାତ୍ରଛାତ୍ରୀଙ୍କ ମାଗଣା ତାଲିମ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୨/୧୧/୨୬ – ସ୍ଥାନୀୟ ଯୁବକଯୁବତୀମାନଙ୍କୁ ପ୍ରତିରକ୍ଷା ବାହିନୀ ଓ ପୋଲିସ ଚାକିରି ପାଇଁ ପ୍ରସ୍ତୁତ କରିବା ଏବଂ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ପ୍ରଶାସନିକ ତଥା ସାମାଜିକ ପ୍ରୟାସ କରାଯାଇଥିବା ଜଣାପଡିଛି । କଚେରୀ ପଡ଼ିଆ, ରାଇରଙ୍ଗପୁର ଠାରେ ସହିଦ ନୁଦୁରାମ ସୋରେନଙ୍କ ସ୍ମୃତିରେ ଏକ ପ୍ରି ଡିଫେନ୍ସ ଏବଂ ପୋଲିସ ଟ୍ରେନିଂ କ୍ୟାମ୍ପ ଜୋରସୋରରେ ଚାଲୁଅଛି। ସୂଚନା ଅନୁଯାୟୀ ​ଏହି ତାଲିମ ଶିବିରରେ ବାମନଘାଟି ସବ୍‌-ଡିଭିଜନର ବିଭିନ୍ନ ଅଞ୍ଚଳରୁ ମୋଟ ୧୨୫ ଜଣ ଆଶାୟୀ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି । ଅଂଶଗ୍ରହଣକାରୀ ଯୁବକଯୁବତୀମାନଙ୍କୁ କୌଣସି ପ୍ରକାର ଶୁଳ୍ପ ନ ନେଇ ସମ୍ପୂର୍ଣ୍ଣ ମାଗଣାରେ ଏହି ତାଲିମ ପ୍ରଦାନ କରାଯିବ । ଉକ୍ତ ​ଶିବିରରେ ଅବସରପ୍ରାପ୍ତ ସୈନ୍ୟ ଅଧିକାରୀମାନେ ନିଜର ଦୀର୍ଘଦିନର ଅଭିଜ୍ଞତାକୁ ନେଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବ୍ୟାୟାମ, ଶାରୀରିକ ଦକ୍ଷତା, ଦୌଡ଼ ଏବଂ ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ । ବିଭିନ୍ନ ଅଧିକାରୀଙ୍କ ଦ୍ୱାରା ଦିଆଯାଉଥିବା ଏହି ତାଲିମ ଦ୍ୱାରା ଆଗାମୀ ଦିନରେ ଏହି ଅଞ୍ଚଳରୁ ଅଧିକରୁ ଅଧିକ ଯୁବକଯୁବତୀ ଦେଶସେବା ପାଇଁ ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି ।

ସହିଦ ନୁଦୁରାମ ସୋରେନ ପ୍ରି ଡିଫେନ୍ସ ଓ ପୋଲିସ ଟ୍ରେନିଂ କ୍ୟାମ୍ପରେ ବାମନଘାଟି ସବ୍‌-ଡିଭିଜନରୁ ୧୨୫ ଜଣ ଛାତ୍ରଛାତ୍ରୀଙ୍କ ମାଗଣା ତାଲିମ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜାତୀୟ ଆଦିବାସୀ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ପ୍ରସ୍ତୁତି