ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୩୦ ମିନିଟ ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୩୪ ମିନିଟ ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୪୨ ମିନିଟ ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୫୧ ମିନିଟ ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୫୫ ମିନିଟ ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୧ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୧ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୧ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୧ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୧ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

ଜଗତସିଂହପୁର : ହସ୍ପିଟାଲରେ ବରିଷ୍ଠ ନାଗରିକ ମାନେ ହଟହଟା

ଜଗତସିଂହପୁର : ହସ୍ପିଟାଲରେ ବରିଷ୍ଠ ନାଗରିକ ମାନେ ହଟହଟା – ସମୀକ୍ଷା ଖବର

ଭଗବାନ ମହାନ୍ତି /ଜିଲ୍ଲା ପ୍ରତିନିଧି / ଜଗତସିଂହପୁର / ସମୀକ୍ଷା ନ୍ୟୁଜ:

ଜଗତସିଂହପୁର, 4/11/2026 : ଜଗତସିଂହପୁର ଜିଲ୍ଲା ହସ୍ପିଟାଲ ରୋଗୀମାନଙ୍କ ଭିଡ ଅନେକ | ଜିଲାର ମୁଖ୍ୟ ଡାକ୍ତରଖାନା ହୋଇଥିବାରୁ ରୋଗୀଙ୍କ ଭିଡ଼ ବହୁତ | ଭେଷଜ ବର୍ହିବିଭାଗରେ ପ୍ରାୟ ଦୁଇଶହ ରୋଗୀ ଧାଡିରେ ଅନର୍ବତ ଛିଡା ହୋଇ ଦେଖାଇଥାନ୍ତି |କିନ୍ତୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ କୌଣସି ଅଲଗଧାଡ଼ିର ବ୍ୟବସ୍ତା କରାଯାଉନାହିଁ | ସେମାନେ ବହୁ ହଟହଟା ହେଉଥିବାର ଅଭିଯୋଗ ଆସୁଛି | ପ୍ରକାଶ ଥାଉକି,ଜିଲାରେ ଆଠଟି ବ୍ଲକ ଅଛି | ପାରାଦ୍ୱୀପକୁ ଛାଡିଦେଲେ ସବୁବ୍ଲକର ରୋଗୀ ମାନେ ଏହା ଉପରେ ନିର୍ଭର କରନ୍ତି | ଓଡିଶା ସରକାରଙ୍କର ସ୍ୱାସ୍ଥ୍ୟ ସେବା ଅତି ଭଲ ହୋଇଥିବାରୁ ସାଧାରଣ ଲୋକ ଜିଲ୍ଲା ଡାକ୍ତର ଖାନାକୁ ଆଶି ସେବା ନେଉଛନ୍ତି | କିନ୍ତୁ ଡାକ୍ତର ଖାନରେ ବରିଷ୍ଠ ନାଗରିକ ମାନଙ୍କୁ ଧାଡିରେ ଛିଡା ହେବା ବହୁ ଅସୁବିଧାର ସମୁଖୀନ ହେବାକୁ ପଡୁଛି | ସରକାରଙ୍କର ବରିଷ୍ଠ ନାଗରିକ ମାନଙ୍କ ପାଇଁ ସାଧାରଣ ଲମ୍ବା ଧାଡିରେ ଛିଡା ନ ହୋଇ ତାଙ୍କ ପାଇଁ ସ୍ୱତନ୍ତ୍ର ଧାଡିରେ ରହି ଡାକ୍ତରୀ ବହି ବିଭାଗ ଯାଞ୍ଚ ନେବାପାଇଁ ସୁବିଧା ଅଛି | କିନ୍ତୁ ଜଗତସିଂହପୁର ଡାକ୍ତର ଖାନରେ ଏପରି ନାହିଁ ବୋଲି ଅନେକ ବରିଷ୍ଠ ନାଗରିକ ମାନେ ଅଭିଯୋଗ କରିଛନ୍ତି |ସୁରକ୍ଷା କର୍ମୀ କୁ ପଚାରିବାରୁ କହୁଛନ୍ତି ତାଙ୍କୁ ଡାକ୍ତରଖାନାର ପ୍ରଶାସନ ସେପରି କୌଣସି ଆଦେଶ ଦେଇ ନାହାନ୍ତି | ସେ ପୁଣି କହିଛନ୍ତି ଯେ ବରଂ ନିଜେ ଦୟା ପୂର୍ବକ ଥରେ କିଛି ବରିଷ୍ଠ ନାଗରିକଙ୍କୁ ଅଲଗା ଧାଡି ରେ ଛାଡ଼ିଥିବାରୁ ତାଙ୍କୁ ବହୁ କଥା ଶୁଣିବାକୁ ପଡିଲା |ସେ କହିବା କଥା ଜେ ଯଦି ଏ ଡ଼ି ଏମ ମହାଶୟ ଆଦେଶ ଦେବେ ତା ହେଲେ ସେ ବରିଷ୍ଠ ନାଗରିକ ମାନଙ୍କୁ ଅଲଗା ଧାଡିରେ ପଠେଇପାରିବେ | ଧାଡିରେ ଛିଡା ନ ହୋଇ ପରି ବହୁ ବରିଷ୍ଠ ନାଗରିକ କଷ୍ଠ ରେ ତଳେ ବସି ବସି ଲମ୍ବା ଧାଡି ପାର ହେଉଥିବାର ଆଖି ଆଗକୁ ଆସିଛି |ତେଣୁ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ବରିଷ୍ଠ ନାଗରିକ ମଞ୍ଚର ସଂଯୋଜକଭଗବାନ ମହାନ୍ତି ଅନୁରୋଧ କରିଛନ୍ତି ଏହାର ସମାଧାନ ପାଇଁ |ବରିଷ୍ଠ ନାଗରିକ ଙ୍କ ପାଇଁ କିଛି ବସିବା ଚେୟାର ରଖିବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି |

ଜଗତସିଂହପୁର : ହସ୍ପିଟାଲରେ ବରିଷ୍ଠ ନାଗରିକ ମାନେ ହଟହଟା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Narasimha Madkami: ହତ୍ୟାକାଣ୍ଡରେ ପୀଡ଼ିତ ପରିବାରକୁ ଭେଟିଲେ ବିଧାୟକ ନରସିଂହ ମାଡକାମି