ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧି /ବରଗଡ /ସମୀକ୍ଷା ନ୍ୟୁଜ:
ବରଗଡ: ଗୋଡଭଗା ଡ଼ା. ଚିତ୍ତରଞ୍ଜନ ଜେନାଙ୍କ ପ୍ରୟାସରେ ଗୋଡଭଗା ଲୟନ୍ସ କ୍ଲବ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସଫେଇ ଅଭିଯାନ ଆରମ୍ଭ କରାଯାଇଛି ଏହି ଅବସରରେ ଡାକ୍ତରଖାନ ପରିସର ସଫା କରାଯାଇଥିଲା ଏଥିରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡ଼. ରବିନାରାୟଣ ମିଶ୍ର, ଡ଼. ସମୀର ଭୋଇ ଲାୟନ୍ସ ମନୋଜ ଶର୍ମା,ଗୋବିନ୍ଦ ରାଜୁ, ଜୟକୃଷ୍ଣ ଛୁରିଆ, ସୁଜିତ୍ ସିଂହ, ପ୍ରକାଶ ଅଗ୍ରୱାଲ, କ୍ଷୀରୋଦ କୁମାର ବାରିକ୍, ହିରାଲାଲ ମେହେର, ଦିବ୍ୟ ମେହେର,ପ୍ରଭାସ ରଥ, ରାଜେନ୍ଦ୍ର ମେହେର, ଅଶୋକ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ |






