ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୯ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୯ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୯ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୯ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୯ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୯ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୯ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୯ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୧୦ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୧୦ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Sheragada Player Auction: ଶେରଗଡ ପ୍ରିମିୟର ଲିଗ ଲାଗି ଖେଳାଳି ନିଲାମୀ

Sheragada Player Auction: ଶେରଗଡ ପ୍ରିମିୟର ଲିଗ ଲାଗି ଖେଳାଳି ନିଲାମୀ – ସମୀକ୍ଷା ଖବର

ଅଜିତ ପଣ୍ଡା /ଗଞ୍ଜାମ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:

ଶେରଗଡ ୧୧/୧୧ ଶେରଗଡ ଷ୍ଟାର-୧୧ ଆନୁକୂଲ୍ୟରେ ଆସନ୍ତା ୨୦ ତାରିଖ ଦିନ ଶେରଗଡ ଠାରେ ଅନୁଷ୍ଠିତ ହେବାକୁ ଥିବା ଶେରଗଡ ପ୍ରିମିୟର ଲିଗ ର ଦ୍ଵିତୀୟ ସଂସ୍କରଣ ଲାଗି ଆଜି ଶେରଗଡ ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଖେଳାଳି ନିଲାମୀ ଶିବିର ଅନୁଷ୍ଠିତ ହୋଇଛି। ଶେରଗଡ ବ୍ଲକର ୧୨୦ ଜଣ ଖେଳାଳି ଏହି ନିଲାମୀ ଶିବିରରେ ଅଂଶଗ୍ରହଣ କରିଥିଲେ। ଏହି ଶେରଗଡ ପ୍ରିମିୟର ଲିଗ ରେ ୭ ଟି ଦଳ ଅଂଶଗ୍ରହଣ କରିଥିଲେ। ଏହି ୭ ଟି ଦଳ ହେଲେ ଗ୍ଲୋରିୟର୍ସ ଷ୍ଟ୍ରାଈକର, ମହାଦେବ-୧୧,ମା ଭୈରବୀ ଗ୍ରୁପ ,ମାଭେରିକ ଟାଈଟନ, ଚାଲେଞ୍ଜରସ, ବିଷ୍ଟ-୧୧, ରୟାଲ ଷ୍ଟାର ଏହି ନିଲାମୀ ସମୟରେ ଦଳର ମାଲିକ ଏବଂ ଅଧିନାୟକ ଉପସ୍ଥିତ ରହି ଖେଳାଳି ଙ୍କୁ ନିଜ ଦଳରେ ସାମିଲ କରିଥିଲେ। ଆସନ୍ତା ୨୦ ତାରିଖରୁ ଏହି ପ୍ରିମିୟର ଲିଗ ର ଉଦଘାଟନ ହେବ। ଦୀର୍ଘ ୧୧ ଦିନ ଧରି ଶେରଗଡ ମିନି ଷ୍ଟାଡିୟମରେ ଏହି କ୍ରିକେଟ ମହାକୁମ୍ଭ ଚାଲିବ। ଗତବର୍ଷ ତୁଳନାରେ ଚଳିତ ବର୍ଷ ଏହି ଟୁର୍ଣାମେଣ୍ଟ କୁ ଆହୁରି ଆକର୍ଷଣୀୟ କରିବା ଲାଗି ଷ୍ଟାର-୧୧ କ୍ରିକେଟ କ୍ଲବ ର ସଭାପତି ଜଗନ୍ନାଥ ଗୌଡ, ସମ୍ପାଦକ କାଳିଆ ମହାରଣା ଙ୍କ ସହ ଷ୍ଟାର-୧୧ ଦଳର ବରିଷ୍ଠ ସଦସ୍ୟ ଦେବାଶିଷ ସାହୁ, ଅଭି ମହାରଣା, ବନବାସ ବେହେରା,ଦିପୁନ ରାଉତ,କୃଷ୍ଣ ଗୌଡ(ଏଣ୍ଡା),ବିଶ୍ବଜିତ ମହାରଣା ଙ୍କ ସହ ଷ୍ଟାର-୧୧ ଦଳର ସମସ୍ତ ସଦସ୍ୟ ନିଲାମୀ ଶିବିର କୁ ପରିଚାଳନା କରିଛନ୍ତି।

Sheragada Player Auction: ଶେରଗଡ ପ୍ରିମିୟର ଲିଗ ଲାଗି ଖେଳାଳି ନିଲାମୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Prahar Nama Yajna: ୫୬ ପ୍ରହର ନାମଯଜ୍ଞ ଲାଗି ଶୁଭଖୁଣ୍ଟି ସ୍ଥାପନ