ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୧୧ ମିନିଟ ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୨୮ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୪୪ ମିନିଟ ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୫୫ ମିନିଟ ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୧ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୧ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ ୧ ଘଣ୍ଟା ପୂର୍ବେ‘Kanjipani’ tradition returns: ପୁଣି ଫେରିଲା ଶ୍ୟାମବାବାଙ୍କ ‘କାଞ୍ଜିପାଣି’ ପରମ୍ପରା ୨ ଘଣ୍ଟା ପୂର୍ବେNagabali development has not reached the other side: ନାଗାବଳୀ ଆରପାରିରେ ବିକାଶ ନପହଞ୍ଚାଇବା ଦୁଃଖ ଦାୟକ!
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ନୂଆପଡ଼ା ବରଗଡ଼ କେନ୍ଦୁଝର

Large Potholes Biju Expressway: ବିଜୁ ଏକ୍ସପ୍ରେସୱେରେ ବଡଗର୍ତ୍ତ ଯାତୟାତରେ ବିପଦ ସୃଷ୍ଟି

Large Potholes Biju Expressway: ବିଜୁ ଏକ୍ସପ୍ରେସୱେରେ ବଡଗର୍ତ୍ତ ଯାତୟାତରେ ବିପଦ ସୃଷ୍ଟି – ସମୀକ୍ଷା ଖବର

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି/ବରଗଡ/ସମୀକ୍ଷା ନ୍ୟୁଜ:

ପଦ୍ମପୁର – ପାଇକମାଲ ବିଜୁ ଏକ୍ସପ୍ରେସୱେ ରାସ୍ତାର ଗୌରଜୁରି ନିକଟରେ ଏକ ଗାତ ସୃଷ୍ଟି ହୋଇଥିବାରୁ ଯାତୟତରେ ବିପଦ ସୃଷ୍ଟି ହୋଇଛି ରାସ୍ତାର ମଝି ଭାଗରେ ଥିବା ଏହି ଗାତ ଦିନକୁ ଦିନ ବଡ଼ ହେଉଥିବାବେଳେ ସମ୍ପୁକ୍ତ ବିଭାଗ ଏହାର ମରାମତି ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି ଏହି ରାସ୍ତାଦେଇ ପ୍ରତିଦିନ ଶତାଧିକ ଯାନ ବାହନ ଚଳାଚଳ କରୁଥିବା ବେଳେ ଦୁଇଚକିଆ ଓ ଚାରିଚକିଆ ଯାନ ଚାଳକ ମାନେ ଅସୁବିଧାର ସମ୍ମୁଖୀନ ହେବେ ବିଶେଷକରି ରାତ୍ରୀ ସମୟରେ ଗାତଟି ସ୍ପଷ୍ଟ ଭାବେ ଦେଖା ଯାଉନ ଥିବାରୁ ଦୁର୍ଘଟଣା ର ଆଶଙ୍କା ବଢ଼ିଯାଇଛି | ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ଯଦି ଶୀଘ୍ର ମରାମତି କାର୍ଯ୍ୟ କରାନଯାଏ ତେବେ ଯେ ସମୟରେ ବଡଧରଣର ସଡକ ଦୁର୍ଘଟଣା ଘଟିପାରେ ତେଣୁ ସେମାନେ ସଡକ ଓ ଗୃହ ନିର୍ମାଣ ବିଭାଗକୁ ତୁରନ୍ତ ଏହି ଗାତର ମରାମତି କରିବା ସହ ସତର୍କତା ସୂଚନା ଫଳକ ଲଗାଇବାକୁ ଦାବି କରିଛନ୍ତି ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି |

Large Potholes Biju Expressway: ବିଜୁ ଏକ୍ସପ୍ରେସୱେରେ ବଡଗର୍ତ୍ତ ଯାତୟାତରେ ବିପଦ ସୃଷ୍ଟି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର MLA Narsingh Madkami: ମାଲକାନଗିରି ସହର ପ୍ରବେଶ ପଥର ଦୁରବସ୍ଥା ଅନୁଧ୍ୟାନ କଲେ ବିଧାୟକ ନରସିଂହ ମାଡକାମୀ