ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୧୬ ମିନିଟ ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୪୩ ମିନିଟ ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୫୨ ମିନିଟ ପୂର୍ବେKashipur llegal sale of foreign liquor: କାଶୀପୁର-ବିଏର ପାର୍ଲର ନାଁରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ! ୧ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୧ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୧ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୧ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୨ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୨ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୨ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ରାୟଗଡ଼ା ନୟାଗଡ଼ ବରଗଡ଼ କେନ୍ଦୁଝର ଖୋର୍ଦ୍ଧା

ବାଣପୁର: ମା ଓଡ଼ାଈଶୁଣୀ ଓ ଶୁଳିଆ ଦେବୀଙ୍କ ଶାରଦୀୟ ପାର୍ବଣ ସମାପନ

ବାଣପୁର: ମା ଓଡ଼ାଈଶୁଣୀ ଓ ଶୁଳିଆ ଦେବୀଙ୍କ ଶାରଦୀୟ ପାର୍ବଣ ସମାପନ – ସମୀକ୍ଷା ଖବର


ବାସୁଦେବ ହାବାଡସିଂ/ବାଣପୁର / ସମୀକ୍ଷା ନ୍ୟୁଜ :

ଖୋର୍ଦ୍ଧା ଜିଲ୍ଲାର  ବାଣପୁର ଅଞ୍ଚଳର ଆୟତପୁର ଗ୍ରାମରେ ଚାରିଦିନ ଧରି ପାଳିତ ହୋଇଯାଇଛି ମା ଓଡାଆ ଶୁଣି ଓ ଶୁଳିଆ ଦେବୀଙ୍କ ସାରଦିଅ ପର୍ବ l ଏହି ପର୍ବ ଟି ଆୟତପୁର ଗ୍ରାମରେ ଧୂମଧାମରେ ପାଳିତ ହୋଇଥିବା ବେଳେ l ଚାରିଦିନ ପାଇଁ ଗ୍ରାମଟି ଉତ୍ସବ ମୁଖର ପାଲଟି ଯାଇଛି l ଶ୍ରଦ୍ଧାଳୁ ମାନେ ମାଆ ଙ୍କୁ ଗାଁ ଦାଣ୍ଡରେ ନଚେଇ ନଚେଇ ଗ୍ରାମ ପରିକ୍ରମା କରିଥିବା ବେଳେ । ଘଣ୍ଟ ଘଣ୍ଟା , ମୃଦଙ୍ଗ , କାହାଳୀ ଓ ଶଙ୍ଖ -ହୁଳହୁଳି  ନାଦରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା । ଏହି ଅବସରରେ ବିଭିନ୍ନ ନାଟକ ଓ ଭାଜନ ସମାରହ କାର୍ଯ୍ୟକ୍ରସ ହୋଇଥିବା ବେଳେ l ଓଡିଶୀ ନୃତ୍ୟ ରେ ଅନ୍ତର୍ଜାତୀୟ ସ୍ତରରେ ବେଶ ଖ୍ୟାତି ଅର୍ଜନ କରିଥିବା  ନୃତ୍ୟଙ୍ଗନାଁ ବୈଶାଳୀ ମହାନ୍ତି l ଓଡିଶୀ ଏମିତି ଏକ ନୃତ୍ୟ ଯାହାପାଇଁ ମୁଁ ଆଜି ମୋର ପରିଚୟ ପାଇଛି l ବୈଶାଳୀ ମହାନ୍ତି ପ୍ରାୟ ୩୦ ଟି ଦେଶରେ ନୃତ୍ୟକରି ବେଶ ଖ୍ୟାତି ଅର୍ଜନ କରିଥିବା ବେଳେ l ତାଙ୍କପାଇଁ ତାଙ୍କ ମାନଙ୍କ ଜନ୍ମ ମାଟିରେ ନୃତ୍ୟ କରିଥିବାରୁ ଏହା ସ୍ମରଣୀୟ ହୋଇ ରହିବ l 

ବାଣପୁର: ମା ଓଡ଼ାଈଶୁଣୀ ଓ ଶୁଳିଆ ଦେବୀଙ୍କ ଶାରଦୀୟ ପାର୍ବଣ ସମାପନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରି: ମା’ ଦୁର୍ଗାଙ୍କୁ ବିଦାୟ କାଳୀନ ସମୟରେ, ମହିଳା ମାନଙ୍କ ସିନ୍ଦୁର ଖେଳ