ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧୪ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୧୪ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧୪ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୧୪ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୧୪ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୧୪ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୧୪ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୧୫ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୧୫ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୧୫ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ବିମାନବନ୍ଦରରେ ନୃତ୍ୟ ପ୍ରଦର୍ଶନ ଭାଏରାଲ

ବିମାନବନ୍ଦରରେ ନୃତ୍ୟ ପ୍ରଦର୍ଶନ ଭାଏରାଲ – ସମୀକ୍ଷା ଖବର

ଅବିନାଶ ଗଡତିଆ /ବରଗଡ/ସମୀକ୍ଷା ନ୍ୟୁଜ :

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି । ବିମାନବନ୍ଦରର କିଛି ଏୟାରଲାଇନ୍ସ କର୍ମଚାରୀ ହାଇ-ସିକ୍ୟୁରିଟି ବା ଉଚ୍ଚ-ସୁରକ୍ଷା ବଳୟ ମଧ୍ୟରେ ସୋସିଆଲ ମିଡିଆ ପାଇଁ ଭାଇରାଲ୍ ଡ୍ୟାନ୍ସ ରୀଲ୍ସ ଏବଂ ବ୍ଲଗିଂ କରୁଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଝାରସୁଗୁଡ଼ା ବିମାନବନ୍ଦରର କିଛି କର୍ମଚାରୀ ନିଜ ୟୁନିଫର୍ମ ପିନ୍ଧି ଡ୍ୟୁଟିରେ ଥିବା ସମୟରେ ବିମାନବନ୍ଦରର ଅତି ସମ୍ବେଦନଶୀଳ ତଥା ନିଷିଦ୍ଧାଞ୍ଚଳ ଯେପରିକି ବ୍ୟାଗେଜ୍ କନଭେୟର ବେଲ୍ଟ, ଏୟାରସାଇଡ୍ ଆପ୍ରନ୍ ଏବଂ ରନୱେ ପାର୍ଶ୍ୱବର୍ତ୍ତୀ ସୁରକ୍ଷିତ ଅଞ୍ଚଳରେ ରୀଲ୍ସ ଓ ବ୍ଲଗିଂ ରେକର୍ଡିଂ କରିଥିଲେ। ଏହି ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଭିୟୁଜ୍ ପାଇବା ପରେ ସୁରକ୍ଷା ପ୍ରୋଟୋକଲ୍ ଉଲ୍ଲଂଘନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ବିମାନବନ୍ଦର ପରାମର୍ଶଦାତା କମିଟି ର ସଦସ୍ୟ ସୁରେନ୍ଦ୍ର ବାରିକ ଏକ ଆନୁଷ୍ଠାନିକ ଲିଖିତ ଅଭିଯୋଗ ପତ୍ର କମିଟିର ଅଧ୍ୟକ୍ଷ ତଥା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଛନ୍ତି। ଏହି ସୁରକ୍ଷା ତ୍ରୁଟି ପାଇଁ ନିମ୍ନଲିଖିତ ଦାବି କରାଯାଇଛି ସୁରକ୍ଷିତ ତଥା ନିଷିଦ୍ଧ ଜୋନରେ ବେଆଇନ ଭିଡିଓଗ୍ରାଫିର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ। ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏବଂ ସେମାନଙ୍କର ଏୟାରପୋର୍ଟ ଏଣ୍ଟ୍ରି ପାସ୍ ର ପୁନର୍ବିଚାର । ଝାରସୁଗୁଡ଼ା ବିମାନବନ୍ଦର ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଯୋଗାଯୋଗ ମାଧ୍ୟମ ଏବଂ ନିକଟରେ ଏହାର ରନୱେ ଏବଂ ଟର୍ମିନାଲ୍ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ୨,୧୦୦ କୋଟି ଟଙ୍କାର ମେଗା ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏଭଳି ସମୟରେ କେବଳ ସୋସିଆଲ ମିଡିଆରେ “ଲାଇକ୍ସ” ଓ “ଭିୟୁଜ୍” ପାଇଁ ବିମାନବନ୍ଦରର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ସର୍ବସାଧାରଣରେ ପ୍ରଦର୍ଶିତ କରିବା ବିମାନ ଯାତ୍ରୀ ଏବଂ ଜାତୀୟ ସୁରକ୍ଷା ପ୍ରତି ଏକ ବଡ଼ ବିପଦ।

ବିମାନବନ୍ଦରରେ ନୃତ୍ୟ ପ୍ରଦର୍ଶନ ଭାଏରାଲ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସ୍ୱାଧୀନତା ସଂଗ୍ରାମୀ ସହୀଦ ବିର୍ସା ମୁଣ୍ଡା