ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୧ ମିନିଟ ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୧୩ ମିନିଟ ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୨୨ ମିନିଟ ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୩୧ ମିନିଟ ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା ୪୮ ମିନିଟ ପୂର୍ବେRoad construction India ranks second world: ରାସ୍ତା ନିର୍ମାଣରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଭାରତ ୫୮ ମିନିଟ ପୂର୍ବେBollywood actress Nora Fatehi ₹200 crore fraud case: ଅଡୁଆରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହି! ₹୨୦୦ କୋଟି ଠକେଇ ମାମଲାରେ କୋର୍ଟରେ ହାଜର ୧ ଘଣ୍ଟା ପୂର୍ବେGaisima Health Awareness Camp: ଗାଇସୀମାରେ ଆୟୁଷ ସ୍ବାସ୍ଥ୍ୟ ସଚେତନତା ଶିବିର ୧ ଘଣ୍ଟା ପୂର୍ବେPanchapidha Women’s College Sexual Harassment Program: ପାଞ୍ଚପିଢ଼ ମହିଳା ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିରୋଧ ସଚେତନତା କାର୍ଯ୍ୟକ୍ରମ ୧ ଘଣ୍ଟା ପୂର୍ବେZero Casualties evacuation process intensified: ଜିରୋ କାଜୁଆଲିଟିକୁ ପ୍ରଶାସନ ଗୁରୁତ୍ୱ, ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ୧ ଘଣ୍ଟା ପୂର୍ବେCyclone Akvan Weather department issues: ବାତ୍ୟା ଅକଭାନ କୁ ନେଇ ପାଣିପାଗ ବିଭାଗର ସତର୍କ ସୂଚ଼ନା
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ମାଲକାନଗିରି ଖୋର୍ଦ୍ଧା କେନ୍ଦୁଝର ବରଗଡ଼ ନବରଙ୍ଗପୁର

Officials in air conditioned: ଅଧିକାରୀ ଏସିରେ ସାଧାରଣ ଭୋଟର ଗଛ ମୂଳରେ

Officials in air conditioned: ଅଧିକାରୀ ଏସିରେ ସାଧାରଣ ଭୋଟର ଗଛ ମୂଳରେ – ସମୀକ୍ଷା ଖବର

ବିଭୂତି ଭୂଷଣ ଜେନା/ ହାଟଡିହି/ କେନ୍ଦୁଝର/ସମୀକ୍ଷା ନ୍ୟୁଜ :

ହାଟଡିହି ବ୍ଲକ ରେ ଏବେ ଅନେକ କାର୍ଯ୍ୟ ପାଇଁ ପ୍ରତ୍ୟେକ ଦିନ ଅନେକ ଲୋକ ଆସୁଛନ୍ତି। ଏହି କାର୍ଯ୍ୟଳୟ ରେ ଏବେ ଅନେକ ସରକାରୀ ଯୋଜନା ଲାଭ ପାଇବା ଆଶା ରେ  ବହୁ ଦୂର ଦୂରାନ୍ତ ରୁ ଆସୁଥିବା ଲୋକଙ୍କ ଅପେକ୍ଷା ସ୍ଥଳ ପାଲଟିଛି ଗଛ ମୂଳ। ଲୋକଙ୍କ ସରକାର ରେ ଲୋକଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାର ସବୁ ବେଳେ ଚେଷ୍ଟା କରୁଥିବା ବେଳେ ଦୂର ଦୁଷ୍ଟି ଅଭାବ ରୁ ଏବେ ସୁଦ୍ଧା ହୋଇ ପାରିନି ଅପେକ୍ଷା ସ୍ଥଳ। ଯାହାକୁ ନେଇ ସାଧାରଣ ଖାଉଟି କଲ୍ୟାଣ ବିଭାଗ ଆସୁଥିବା ଲୋକେ ସାଇକେଲ ଷ୍ଟାଣ୍ଡ ରେ ନହେଲେ ବେଲ ଗଛ ମୂଳରେ ଅପେକ୍ଷା କରିବାକୁ ପଡୁଛି। ସେଥିପାଇଁ ସାଧାରଣ ଲୋକେ କହୁଛନ୍ତି ବାବୁ ମାନେ ଏସି ରେ ସାଧାରଣ ଭୋଟରଙ୍କ ଆଶ୍ରୟ ସ୍ଥଳ ଗଛ ମୂଳରେ। ଏହାକୁ ନେଇ ହାଟଡିହି ବିଡ଼ିଓ, ଓ ଆଞ୍ଚଳିକ ଶାସକ ଦଳର ପ୍ରତିନିଧି ଙ୍କ ସହ ବିଧାୟକ ଙ୍କ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣ ରେ ଦାବୀ ହେଉଛି |

Officials in air conditioned: ଅଧିକାରୀ ଏସିରେ ସାଧାରଣ ଭୋଟର ଗଛ ମୂଳରେ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Gunupur Fisheries & Animal Resources: ଗୁଣପୁରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା-୨୦୨୬ ଅନୁଷ୍ଠିତ