ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୪ ମିନିଟ ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୧୩ ମିନିଟ ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୨୨ ମିନିଟ ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା ୩୯ ମିନିଟ ପୂର୍ବେRoad construction India ranks second world: ରାସ୍ତା ନିର୍ମାଣରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଭାରତ ୪୯ ମିନିଟ ପୂର୍ବେBollywood actress Nora Fatehi ₹200 crore fraud case: ଅଡୁଆରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହି! ₹୨୦୦ କୋଟି ଠକେଇ ମାମଲାରେ କୋର୍ଟରେ ହାଜର ୫୫ ମିନିଟ ପୂର୍ବେGaisima Health Awareness Camp: ଗାଇସୀମାରେ ଆୟୁଷ ସ୍ବାସ୍ଥ୍ୟ ସଚେତନତା ଶିବିର ୧ ଘଣ୍ଟା ପୂର୍ବେPanchapidha Women’s College Sexual Harassment Program: ପାଞ୍ଚପିଢ଼ ମହିଳା ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିରୋଧ ସଚେତନତା କାର୍ଯ୍ୟକ୍ରମ ୧ ଘଣ୍ଟା ପୂର୍ବେZero Casualties evacuation process intensified: ଜିରୋ କାଜୁଆଲିଟିକୁ ପ୍ରଶାସନ ଗୁରୁତ୍ୱ, ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ୧ ଘଣ୍ଟା ପୂର୍ବେCyclone Akvan Weather department issues: ବାତ୍ୟା ଅକଭାନ କୁ ନେଇ ପାଣିପାଗ ବିଭାଗର ସତର୍କ ସୂଚ଼ନା ୧ ଘଣ୍ଟା ପୂର୍ବେAkvan Breaks the farmers back: ଅକଭାନ ଭାଙ୍ଗିଦେଲା ଚାଷୀଙ୍କ ଅଣ୍ଟା! ପାଣିରେ ଭାସୁଛି ଶହ ଶହ ଏକର ଧାନ ଫସଲ
ଚର୍ଚ୍ଚାରେ ମୟୂରଭଞ୍ଜ ଖୋର୍ଦ୍ଧା ଜଗତସିଂହପୁର ମାଲକାନଗିରି କେନ୍ଦୁଝର ବରଗଡ଼ ନବରଙ୍ଗପୁର

Sand Transportation: ବାଲି ପରିବହନକୁ ନେଇ ୬ ହାଇୱା ଥାନାରେ ଅଟକ

Sand Transportation: ବାଲି ପରିବହନକୁ ନେଇ ୬ ହାଇୱା ଥାନାରେ ଅଟକ – ସମୀକ୍ଷା ଖବର

ବିଭୂତି ଭୂଷଣ ଜେନା/ ହାଟଡିହି/ କେନ୍ଦୁଝର/ସମୀକ୍ଷା ନ୍ୟୁଜ :

ହାଟଡିହି (୧୦/୧୧) କେଉଁଝର ଜିଲ୍ଲାର ହାଟଡିହି ବ୍ଲକ ନନ୍ଦିପଦା ଥାନା ଅନ୍ତର୍ଗତ ବୈତରଣୀ ନଦୀ ର ବିଭିନ୍ନ ବାଲିଘାଟ ରୁ ପ୍ରତେକ ଦିନ,ବାଲି ଚାଲାଣ ହେଉଥିବା ବେଳେ |ଉପଖଣ୍ଡ ଆନନ୍ଦପୁର ପୋଲିସ ଅଧିକାରୀ କମଳ କୁମାର ପଣ୍ଡା ଙ୍କ ନିର୍ଦ୍ଦେଶକ୍ରମେ ଖଣି ବିଭାଗ ଏବଂ ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ଙ୍କ ସହ ହାଟଡିହି ତହସିଲଦାର୍ ଙ୍କ ମିଳିତ ଚଢ଼ାଉ ଜାରି ରଖିଥିଲେ। ଏହି  ଚଢ଼ାଉ ବେଳେ ଅଣା ସମଣା ରାସ୍ତା ରେ ଏକାଧିକ  ହାଇୱା ଗାଡ଼ି ର ଟ୍ରାଞ୍ଜିଟ ପାସ୍, ରୟାଲିଟୀ କୁ ଯାଞ୍ଚ କରିଥିବା ବେଳେ ସେଥିରୁ ୬ଟି ଗାଡ଼ିକୁ  ଅଟକ ରଖିଥିବା ଦେଖିବାକୁ ମିଳିଥିଲା  |କେତେକ  ବାଲି ହାଇୱା ଏହି ଡରରେ ରାସ୍ତାରେ ଅଲୋଡ଼ କରି ଫେରାର ହୋଇଯାଇ ଥିବା ଦେଖିବାକୁ  ମିଳିଥିଲା।| ଯାହା ଫଳରେ ବାଲି ଚାଲାଣ କାରୀଙ୍କ ମନରେ  ବଡ ଛନକା ପଶିଛି ଥିବା ଆଲୋଚନା ହେଉଛି।

Sand Transportation: ବାଲି ପରିବହନକୁ ନେଇ ୬ ହାଇୱା ଥାନାରେ ଅଟକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Officials in air conditioned: ଅଧିକାରୀ ଏସିରେ ସାଧାରଣ ଭୋଟର ଗଛ ମୂଳରେ