ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୧୮ ମିନିଟ ପୂର୍ବେNaveen & Pandian’s foreign visit: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୪୫ ମିନିଟ ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୧ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୧ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୨ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୨ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୨ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୨ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୨ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୨ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ବରଗଡ଼ କେନ୍ଦୁଝର ଖୋର୍ଦ୍ଧା

ସମ୍ବଲପୁରରେ AONLEA ରାଜ୍ୟ ନେତୃତ୍ଵ ସଂଗଠନ ସୁଦୃଢ କରିବା ସହ ଦାବି ଉପସ୍ଥାପନ ନେଇ ଆଲୋଚନା

ସମ୍ବଲପୁରରେ AONLEA ରାଜ୍ୟ ନେତୃତ୍ଵ ସଂଗଠନ ସୁଦୃଢ କରିବା ସହ ଦାବି ଉପସ୍ଥାପନ ନେଇ ଆଲୋଚନା – ସମୀକ୍ଷା ଖବର

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ନ୍ୟୁଜ:

AONLEA ସମ୍ବଲପୁର ଜିଲ୍ଲା ସଂଯୋଜକ ଆଶିଷ ପତିଙ୍କ ନିମନ୍ତ୍ରଣ କ୍ରମେ ସଂଘର ରାଜ୍ୟ ସଭାପତି ନୀତିଶ କୁମାର ବେହେରା ଓ ରାଜ୍ୟ ସମ୍ପାଦକ ଦିନେଶ ମହାପାତ୍ର ଦୁଇଦିନିଆ ସମ୍ବଲପୁର ଗସ୍ତରେ ଆସିଥିଲେ ଏହି ଅବସରରେ ସେମାନେ ମା ସମଲେଶ୍ଵରୀ ଙ୍କ ଦର୍ଶନ କରିବା ସହ ସଂଘର ସାଂଗଠନିକ କାର୍ଯ୍ୟକଳାପ ଓ ଭବିଷ୍ୟତ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ ବୈଠକରେ ସଙ୍ଗଠନକୁ କିପରି ଅଧିକ ସୁଦୃଢ କରାଯାଇପାରିବ ସଦସ୍ୟମାନଙ୍କ ଦାବି ଗୁଡ଼ିକୁ ସରକାରଙ୍କ ନିକଟରେ କିପରି ପହଞ୍ଚାଯିବ ଏବଂ ଏଥିପାଇଁ କେଉଁ ରଣନୀତି ଗ୍ରହଣ କରାଯିବ,ସେ ସମ୍ପର୍କରେ ଗଭୀର ଆଲୋଚନା ହୋଇଥିଲା ଏଥିସହ ଆଗାମୀ ଦିନରେ ଅନ୍ୟ ଜିଲ୍ଲା ଗୁଡ଼ିକରେ ରାଜ୍ୟ ନେତୃତ୍ବଙ୍କ ଗସ୍ତ ଓ ସାଂଗଠନିକ କାର୍ଯ୍ୟକ୍ରମ ଆୟୋଜକ କରିବା ଉପରେ ଗୁରୁତ୍ତ୍ଵ ଦିଆଯାଇଥିଲା ଏହି ଗସ୍ତକୁ ସଫଳ କରିବାରେ ଜିଲ୍ଲା ସଂଯୋଜକ ଆଶିଷ ପତିଙ୍କ ସମେତ ଅନ୍ୟ ସଦସ୍ୟ ମାନଙ୍କ ଶ୍ରମ, ସହଯୋଗ ଓ ଆର୍ଥିକ ଅବଦାନକୁ ସଂଘ ପକ୍ଷରୁ ପ୍ରଶଂସା କରାଯାଇଥିଲା ଏଥି ପାଇଁ ରାଜ୍ୟ ନେତୃତ୍ୱ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ

ସମ୍ବଲପୁରରେ AONLEA ରାଜ୍ୟ ନେତୃତ୍ଵ ସଂଗଠନ ସୁଦୃଢ କରିବା ସହ ଦାବି ଉପସ୍ଥାପନ ନେଇ ଆଲୋଚନା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବରଗଡ଼ :ସମସ୍ୟା ଭିତରେ ଚାଷୀ