ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ସାପ୍ତାହିକ ଡିଜିଟାଲ ସଂସ୍କରଣ

୧୧ ଅକ୍ଟୋବର – ୧୭ ଅକ୍ଟୋବର ୨୦୨୬

ସପ୍ତାହର ମୁଖ୍ୟ ଖବରରୁ ନିଜେ ନିଜେ ତିଆରି · ୮ ପୃଷ୍ଠା · ପ୍ରତି ଶନିବାର ସନ୍ଧ୍ୟାରେ ନୂଆ ସଂସ୍କରଣ

ଡିଜିଟାଲ ସଂସ୍କରଣ · ODIODI/2005/17796୧୧ ଅକ୍ଟୋବର – ୧୭ ଅକ୍ଟୋବର ୨୦୨୬samikshanews.com
ଖବର

ଚିକିଟି ମହାବିଦ୍ୟାଳୟ ଏବଂ ନୂଆପଡା ଶ୍ରୀ ବାଲାଜୀ ମହାବିଦ୍ୟାଳୟ ରେ ବିଜୁ ଛାତ୍ର ଜନତା ଦଳର ବାଜିମାତ

ଚିକିଟି ମହାବିଦ୍ୟାଳୟ ଏବଂ ନୂଆପଡା ଶ୍ରୀ ବାଲାଜୀ ମହାବିଦ୍ୟାଳୟ ରେ ବିଜୁ ଛାତ୍ର ଜନତା ଦଳର ବାଜିମାତ – ସମୀକ୍ଷା ଖବର

ଚିକିଟି -- ଏହି ବ୍ଲକ ଅନ୍ତର୍ଗତ ଚିକିଟି ମହାବିଦ୍ୟାଳୟ ଏବଂ ନୂଆପଡା ଶ୍ରୀ ବାଲାଜୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରେ ବିଜୁ ଛାତ୍ର ଜନତା ଦଳ ବାଜିମାତ କରିଛି l ଚିକିଟି ମହାବିଦ୍ୟାଳୟ ରେ ସଭାପତି ପଦବୀ ଅପ୍ରତିଦ୍ଵନ୍ଦୀ ହୋଇଯାଇଥିବା ବେଳେ ପ୍ରଣୟ ପ୍ରଧାନ ସଭାପତି ପଦବୀ ହାତେଇଥିଲେ l ଆଉ ସବୁ ପଦବୀ ବିଜୁ ଛାତ୍ର ଜନତା ଦଳ ବାଜିମାତ କରିଛି l କେ. ବୈଷ୍ଣବୀ ଆଚାରୀ ସାଧାରଣ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି l ସେହିପରି ସୁନୀଲ କୁମାର ପାଣିଗ୍ରାହୀ ଉପ ସଭାପତି, ନାକା ଚିରଞ୍ଜିବି ରେଡି ସହ ସମ୍ପାଦକ, ଏନ. ସୁମନ କୁମାର ନାଟ୍ୟ ସଂସଦ ସମ୍ପାଦକ, ତନୁଶ୍ରୀ ପ୍ରଧାନ ନାଟ୍ୟ ସଂସଦ ସହ ସମ୍ପାଦକ, ସାହିଲ ପ୍ରଧାନ କ୍ରୀଡା ସମ୍ପାଦକ ଓ…

ପୂରା ଖବର: samikshanews.com/news/8606
ଦେଶ

ପଶ୍ଚିମବଙ୍ଗର ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା : ୧୯ ଜଣଙ୍କ ମୃତ୍ୟୁ , ୪୦ ଆହତ

ପଶ୍ଚିମବଙ୍ଗର ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା : ୧୯ ଜଣଙ୍କ ମୃତ୍ୟୁ , ୪୦ ଆହତ – ସମୀକ୍ଷା ଖବର

କୋଲକାତା,17/10/2026 : ପଶ୍ଚିମବଙ୍ଗର ଏକ ଦୁର୍ଗାପୂଜା ମଣ୍ଡପରେ ହଠାତ୍ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଦଳାଚକଟା ଚୋରବାଗାନ ଦୁର୍ଗାପୂଜା ମଣ୍ଡପରେ ଘଟିଛି । ଏହି ଅଘଟଣରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଅଗ୍ରୱାଲ କୋଲକାତା ମେଡିକ…

ପୂରା ଖବର: samikshanews.com/news/8955
ଦେଶ

ପଶ୍ଚିମବଙ୍ଗ ଦୁର୍ଗା ପୂଜା ଦୁର୍ଘଟଣାରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ପଶ୍ଚିମବଙ୍ଗ , 17/10/2026: କୋଲକାତା ଦୁର୍ଗା ପୂଜା ଦୁର୍ଘଟଣାରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶକୋଲକାତାର ଏକ ଦୁର୍ଗାପୂଜା ମଣ୍ଡପରେ ଆଜି ସନ୍ଧ୍ୟାରେ ଘଟିଥିବା ଦଳାଚକଟା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ଦୁର୍ଗାପୂଜା ମଣ୍ଡ‌ପରେ ଘଟିଥିବା ଅଘଟଣ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁ…

ପୂରା ଖବର: samikshanews.com/news/8962
ରାଜନୀତି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏବିଭିପି ବିଜୟୀ ପ୍ରାର୍ଥୀ

ଓଡ଼ିଶାରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବା ପରେ କ୍ୟାମ୍ପସ ରାଜନୀତି ପୁଣିଥରେ ଚଳଚଞ୍ଚଳ ହୋଇପଡ଼ିଛି। ନିର୍ବାଚନରେ ବିଜୟୀ ହୋଇଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଛାତ୍ର ନେତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ରାଜ୍ୟରେ ଛାତ୍ର ରାଜନୀତିକୁ ନେଇ ଚର୍ଚ୍ଚା ବଢ଼ିଛି। ଏହି ସାକ୍ଷାତ୍‌କାରର…

ପୂରା ଖବର: samikshanews.com/news/8840
ଖବର

ନିମାପଡ଼ାରେ ଏଭିବିପିର ପରାଜୟ ପରେ ପ୍ରଭାତୀ ପରିଡ଼ାଙ୍କ ପାଇଁ ବଢ଼ିଲା ରାଜନୈତିକ ଚ୍ୟାଲେଞ୍ଜ

ନିମାପଡ଼ାରେ ଏଭିବିପିର ପରାଜୟ ପରେ ପ୍ରଭାତୀ ପରିଡ଼ାଙ୍କ ପାଇଁ ବଢ଼ିଲା ରାଜନୈତିକ ଚ୍ୟାଲେଞ୍ଜ – ସମୀକ୍ଷା ଖବର

ନିମାପଡ଼ା ରାଜନୀତିରେ ନୂଆ ଚର୍ଚ୍ଚା। ଛାତ୍ର ସଂସଦ ନିର୍ବାଚନରେ ଏଭିବିପିର ପରାଜୟକୁ ନେଇ ପ୍ରଭାତୀ ପରିଡ଼ାଙ୍କ ରାଜନୈତିକ ସ୍ଥିତି ଉପରେ ପ୍ରଶ୍ନ ଉଠିବା ସମ୍ଭାବନା ରହିଛି କି? ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ କି? ପୁରୀ ଜିଲ୍ଲାର ନିମାପଡ଼ା ରାଜନୀତିକୁ ନେଇ ଏବେ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି। ବିଶେଷକରି ଛାତ୍ର ସଂସଦ ନିର୍ବାଚନରେ ବିଭିନ୍ନ…

ପୂରା ଖବର: samikshanews.com/news/8876
ସମୀକ୍ଷା · ୧୧ ଅକ୍ଟୋବର – ୧୭ ଅକ୍ଟୋବର ୨୦୨୬୧
ସମୀକ୍ଷାବରଗଡ଼ · ମୟୂରଭଞ୍ଜପୃଷ୍ଠା ୨
ବରଗଡ଼

କାର ସହ ଗଂଜେଇ ଜବତ କାରଛାଡ଼ି ଚାଳକ ଫେରାର ପୋଲିସ ର ତଦନ୍ତ ଜାରି

କାର ସହ ଗଂଜେଇ ଜବତ କାରଛାଡ଼ି ଚାଳକ ଫେରାର ପୋଲିସ ର ତଦନ୍ତ ଜାରି – ସମୀକ୍ଷା ଖବର

ବରଗଡ଼:୧୬ା୧୦ ପୁଲିସର ପେଟ୍ରୋଲିଂ ସମୟରେ ଗଞ୍ଜେଇ ଚାଲାଣର ଏକ ଘଟଣା ସାମ୍ନାକୁ ଆସିଛି। ସରେଇକେଳା ଜଙ୍ଗଲ ନିକଟରେ ଏକ କାରରୁ ୩୪ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ପୁଲିସକୁ ଦେଖି ଗାଡ଼ିରେ ଥିବା ଅଭିଯୁକ୍ତ ଫେରାର ହୋଇଯାଇ ଥିବା ଘଟଣା ସାମ୍ନା କୁ ଆସିଛି l ସୂଚନା ଅନୁଯାୟୀ, ଜଗଦଳପୁର ପୁଲିସ ପକ୍ଷରୁ ଅଞ୍ଚଳରେ ପେଟ୍ରୋଲିଂ ଚାଲିଥିବା ସମୟରେ ସରେଇକେଳା ଜଙ୍ଗଲ ନିକଟ…

ପୂରା ଖବର: samikshanews.com/news/8788
ବରଗଡ଼

ଭିଜିଲାନ୍ସ ଜାଲରେ କୋଟିପତି ବାବୁ ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାଶ: ଗାଡ଼ି ଓ ଘରୁ ୨୧ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ

17/10/2026: ଓଡ଼ିଶାରେ ଦୁର୍ନୀତି ନିବାରଣ ବିଭାଗ ଭିଜିଲାନ୍ସ ପକ୍ଷରୁ ପୁଣି ଏକ ବଡ଼ ଧରଣର ସଫଳତା ମିଳିଛି । ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇଥିବା ଓଡ଼ିଶା ଭିଜିଲାନ୍ସ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଟକ ଜଗତପୁର ସ୍ଥିତ ମହାନଦୀ ଉତ୍ତର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାଶଙ୍କୁ ଗିରଫ କରିବା ସହ ତାଙ…

ପୂରା ଖବର: samikshanews.com/news/8854
ବରଗଡ଼

ଗୋଣ୍ଡ ସମାଜର କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ

ଝାରବନ୍ଧ, ୧୬ା୧୦ ସାମାଜିକ ସଂହତିର ସୁଦୃଢ଼ୀକରଣ ସହ ସାଂସ୍କୃତିକ ପରମ୍ପରାର ରକ୍ଷଣ ଓ ସାମୂହିକ ବିକାଶରେ ସହାୟକ ହେବ କଲ୍ୟାଣ ମଣ୍ଡପ। ଏହି ଲକ୍ଷ୍ୟ ନେଇ ଅଖିଳ ଭାରତୀୟ ଗୋଣ୍ଡ ସମାଜ, ଝାରବନ୍ଧର ତୁର୍ଲା ସର୍କଲ ପାଇଁ ନିର୍ମିତ କଲ୍ୟାଣ ମଣ୍ଡପର ଉଦ୍‌ଘାଟନ ଉତ୍ସବ ଗୁରୁବାର ଆୟୋଜିତ ହୋଇଥିଲା। ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଏହାକୁ ଉଦ୍‌ଘାଟନ କରିଥିଲେ। ବିଧା…

ପୂରା ଖବର: samikshanews.com/news/8792
ମୟୂରଭଞ୍ଜ

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ରାଇରଙ୍ଗପୁର ଆଗମନ

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ରାଇରଙ୍ଗପୁର ଆଗମନ – ସମୀକ୍ଷା ଖବର

ବଡ଼ସାହି, ୧୭/୧୦/୨୬ - ଦୁଇଦିନିଆ ରାଇରଙ୍ଗପୁର ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଥିବା ସୂଚନା ପ୍ରାପ୍ତ ହୋଇଛି । ସେ ଚଳିତ ୨୮ ଓ ୨୯ ତାରିଖ ରାଇରଙ୍ଗପୁର ଆଗମନ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ସଚିବାଳୟଙ୍କ ପକ୍ଷରୁ ଅକ୍ଟୋବର ୧୩ରେ ଉପ ସାମରିକ…

ପୂରା ଖବର: samikshanews.com/news/8907
ମୟୂରଭଞ୍ଜ

ସାରଥୀ ପଣ୍ଡାଙ୍କୁ ଗାର୍ଡ ଅଫ ଅନର

ବଡ଼ସାହି, ୧୬/୧୦/୨୬ - ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା, ସୁମିତ୍ରାଦେଇ ପୁର ଗ୍ରାମର କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ୩୨ ବର୍ଷୀୟ ପୁଅ ସାରଥୀ ପଣ୍ଡା ବୈଶିଙ୍ଗା ଇଲେକ୍ଟ୍ରିକ ଡିଭିଜନରେ ୬ ବର୍ଷ ଧରି ଲାଇନମ୍ୟାନ୍ ଭାବେ କାର୍ଯ୍ୟରତ ଥିଲେ । ଗତ ରବିବାର ଦିନ ଡିଉଟିକୁ ଯାଉଥିବା ସମୟରେ ବାଇକରୁ ଭାରସାମ୍ୟ ହରାଇ ପଡିଯାଇ ଆଘାତପ୍ରାପ୍ତ ହୋଇଥିଲେ । ତେବେ ପରିବାର…

ପୂରା ଖବର: samikshanews.com/news/8700
ମୟୂରଭଞ୍ଜ

ଏମପିସି କଲେଜ ଛାତ୍ର ସଂସଦ ନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ ଓ ଶପଥ

ବଡ଼ସାହି, ୧୬/୧୦/୨୬ - ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ, (ଏମପିସି) ବାରିପଦାର ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଚର୍ଚ୍ଚା ଜୋର ରହିଛି । ବିସିଜେଡି ଓ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରିଥିବା ସତ୍ତ୍ୱେ ସ୍ୱାଧୀନ ପ୍ରାର୍ଥୀମାନେ ବିଭିନ୍ନ ପଦରେ ବିଜୟୀ ହେବା ନିର୍ବାଚନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ…

ପୂରା ଖବର: samikshanews.com/news/8695
ସମୀକ୍ଷା · ୧୧ ଅକ୍ଟୋବର – ୧୭ ଅକ୍ଟୋବର ୨୦୨୬୨
ସମୀକ୍ଷାବଲାଙ୍ଗୀର · ପୁରୀପୃଷ୍ଠା ୩
ବଲାଙ୍ଗୀର

ରହେନଭଟାରେ ବ୍ରଦର ଇଲେଭେନ କ୍ରିକେଟ୍ ଫାଇନାଲ୍ ସମ୍ପନ୍ନ, ବିଜୟୀ ହେଲା ପାତଳପଡା

ରହେନଭଟାରେ ବ୍ରଦର ଇଲେଭେନ କ୍ରିକେଟ୍ ଫାଇନାଲ୍ ସମ୍ପନ୍ନ, ବିଜୟୀ ହେଲା ପାତଳପଡା – ସମୀକ୍ଷା ଖବର

ମୁରିବାହାଲ, ତା ୧୭/୧୦/୨୬ ମୁରିବାହାଲ ବ୍ଲକ ଶିରୋଲ ପଞ୍ଚାୟତ ରହେନଭଟା ଗ୍ରାମରେ ବ୍ରଦର ଇଲେଭେନ କ୍ରିକେଟ୍ କ୍ଲବ ତରଫରୁ ଆୟୋଜିତ କ୍ରିକେଟ୍ ଟୁର୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ସ୍ଥାନୀୟ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମୁକା…

ପୂରା ଖବର: samikshanews.com/news/8824
ବଲାଙ୍ଗୀର

ମୁରିବାହାଲ: ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ଭବ୍ୟ ସ୍ୱାଗତ ସମାରୋହ

ମୁରିବାହାଲ, ତା ୧୬/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ +୨ ପ୍ରଥମ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆକର୍ଷଣୀୟ ସ୍ୱାଗତ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ତଥା ବିଦ୍ୟାଳୟର…

ପୂରା ଖବର: samikshanews.com/news/8639
ବଲାଙ୍ଗୀର

ମୁରିବାହାଲରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ସମ୍ପନ୍ନ, ୩୧ ଛାତ୍ରଛାତ୍ରୀ ଜିଲ୍ଲାସ୍ତରକୁ ମନୋନୀତ

ମୁରିବାହାଲ, ତା ୧୭/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ଯୋଗଦ…

ପୂରା ଖବର: samikshanews.com/news/8819
ପୁରୀ

ମା ବଗଳାମୁଖୀଙ୍କ ପୀଠରେ ଶାରଦୀୟ ପୂଜା

ମା ବଗଳାମୁଖୀଙ୍କ ପୀଠରେ ଶାରଦୀୟ ପୂଜା – ସମୀକ୍ଷା ଖବର

ପିପିଲି,୧୬ା୧୦:ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମ ସ୍ଥିତ ମା’ ବଗଳାମୁଖୀଙ୍କ ପୀଠରେ ଚାଲିଛି ନବଦିନାତ୍ମକ ଶାରଦୀୟ ପାର୍ବଣ ଉତ୍ସବ । ଦାଣ୍ଡମୁକୁନ୍ଦପୁର ଓ ଏହାର ଆଖପାଖ ଅଞ୍ଚଳର ଅନନ୍ୟ ଶକ୍ତିପୀଠ ଭାବେ ପରିଚିତ ଏହି ଦେବୀପୀଠ ଏବେ ଚଣ୍ଡିପାଠରେ ମୁଖରିତ ହେଉଥିବା ବେଳେ ମନୋସ୍କାମନା ପୁରଣ ପାଇଁ ପ୍ରତ୍ୟହ ସଂନ୍ଧ୍ୟାରେ ମାନସୀକଧାରୀ ଭକ୍ତ ଓ ଶ୍ରଦ୍ଧାଳୁଙ…

ପୂରା ଖବର: samikshanews.com/news/8680
ପୁରୀ

ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ

ଡେଲାଙ୍ଗ,ତା୧୬।୧୦ ରାଜ୍ୟ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବିଭିନ୍ନ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷର ଦ୍ଵିତୀୟ ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଛି। ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିତା ମାତାଙ୍କ ସହଯୋଗରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁ ପ୍ରଥମେ ଅଭିଭାବକମାନଙ୍କୁ ଅଭିଭା…

ପୂରା ଖବର: samikshanews.com/news/8729
ପୁରୀ

ଏନରିଚ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

ପିପିଲି, ତା୧୬।୧୦ ପିପିଲି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ନିକଟରେ ଥିବା ଏନରିଚ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ବିଜ୍ଞାନ ଶିକ୍ଷୟତ୍ରୀ ସୁଶ୍ରୀ ସଂଗୀତା ମିଶ୍ର ଙ୍କ ତତ୍ୱାବଧାନ ରେ ଏହି ମେଳାରେ ମୋଟ ୭୬ ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଏଥିରେ ମୁଖ୍ୟତଃ ସୌରଶକ୍ତିର ବ୍ୟବହାର, ଜଳ ବିଶୋଧନ ପ୍ରଣାଳୀ, ବର୍ଷାଜଳ ସଂରକ୍ଷଣ, ବର୍ଜ୍ୟବସ୍ତ…

ପୂରା ଖବର: samikshanews.com/news/8676
ସମୀକ୍ଷା · ୧୧ ଅକ୍ଟୋବର – ୧୭ ଅକ୍ଟୋବର ୨୦୨୬୩
ସମୀକ୍ଷାଅନ୍ୟାନ୍ୟ · ଜଗତସିଂହପୁରପୃଷ୍ଠା ୪
ଦେଶ

ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଚିକିତ୍ସାଧୀନ

ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଚିକିତ୍ସାଧୀନ – ସମୀକ୍ଷା ଖବର

ଭାରତ ରତ୍ନ ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଶ୍ରୀ ଲାଲକୃଷ୍ଣ ଆଡଭାନୀ(୯୮) ଜୀ ଛାତିରେ ସଂକ୍ରମଣ ଯୋଗୁଁ ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ରିପୋର୍ଟ ଅନୁସାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏକାନ୍ତ ପ୍ରାର୍ଥନା— ତାଙ୍କୁ ଶୀଘ୍ର ସୁସ୍ଥ କରି ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ।

ପୂରା ଖବର: samikshanews.com/news/8880
ରାଜ୍ୟ

ଓଡ଼ିଶାରେ ପହଞ୍ଚିଛନ୍ତି ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ 

17/10/2026: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆଜି ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ, ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ସ୍ବାଗତ କରିଛନ୍ତି। ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯ…

ପୂରା ଖବର: samikshanews.com/news/8836
ରାଜଧାନୀ ଭୁବନେଶ୍ୱର

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅକ୍ଟୋବର ୨୭ ଓ ୨୮ରେ ମୟୂରଭଞ୍ଜ ଗସ୍ତ, ରାଇରଙ୍ଗପୁରରେ ବିଶାଳ ଚକ୍ଷୁ ଚିକିତ୍ସା ଶିବିର ଉପରେ ଗୁରୁତ୍ୱ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣିଥରେ ନିଜ ଜନ୍ମମାଟି ଓଡ଼ିଶା ଗସ୍ତରେ ଆସିବାକୁ ଯାଉଛନ୍ତି। ଅକ୍ଟୋବର ୨୭ ଓ ୨୮ ତାରିଖରେ ତାଙ୍କର ଦୁଇଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହି ଗସ୍ତ…

ପୂରା ଖବର: samikshanews.com/news/8753
ଜଗତସିଂହପୁର

ଜଗତସିଂହପୁର :ବାଲିକୁଦାରେ ଏବିଭିପି ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବିରାଟ ଶୋଭା ସମର୍ଦ୍ଧନା ଯାତ୍ରା

ଜଗତସିଂହପୁର :ବାଲିକୁଦାରେ ଏବିଭିପି ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବିରାଟ ଶୋଭା ସମର୍ଦ୍ଧନା ଯାତ୍ରା – ସମୀକ୍ଷା ଖବର

ଜଗତସିଂହପୁର, 16/10/2026 (ନି. ପ୍ର ): ବାଲିକୁଦା ମହାବିଦ୍ୟାଳୟ ଓ ଏରସମାର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ର ଏବିଭିପି ଛାତ୍ର ସଂସଦର ବିପୁଳ ବିଜୟ ହୋଇଥିବାରୁ ଛାତ୍ର ନେତା ରୁଦ୍ର ନାରାୟଣ ଦାସ ପ୍ରିନ୍ସ ରାଉତ ତାଙ୍କର ବିଜେପି ନିର୍ବାଚନ ମଣ୍ଡଳୀ ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସତ୍ୟ ସାରଥୀ ମହାନ୍ତି, ମହିଳା ନେତ୍ରୀ ଲିନା (ଅପା ), ଜିଲା ଉପ ସଭାପତି ଦିଲୀ…

ପୂରା ଖବର: samikshanews.com/news/8933
ଜଗତସିଂହପୁର

ଜଗତସିଂହପୁର : ବାଲିକୁଦା ମହାବିଦ୍ୟାଳୟର ନବ ନିର୍ବାଚିତ ଛାତ୍ର ସଂସଦର ଶପଥ ପାଠ

ଜଗତସିଂହପୁର, 16/10/26 (ନି. ପ୍ର ): ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିକୁଦା ମହାବିଦ୍ୟାଳୟର ଛାତ୍ର ସଂସଦ ର ନବନିର୍ବାଚିତ ଛାତ୍ର ନେତା ମାନଙ୍କର ଶପଥ ପାଠ ହୋଇଯାଇଛି |ମହାବିଦ୍ୟାଳୟର ଅଧକ୍ଷ ଡ଼ ଖିରୋଦ ପ୍ରସାଦ ନାୟକ ନିର୍ବାଚିତ ଛାତ୍ର ନେତାଙ୍କର ଶପଥ ପାଠ କରାଇଥିଲେ | ଶପଥ ନେଇଥିବା ଛାତ୍ର ଛାତ୍ରୀ ମାନେ ହେଲେ ରୁଦ୍ର ନାରାୟଣ ଦାସ, ଅଭିଷେକ…

ପୂରା ଖବର: samikshanews.com/news/8715
ଜଗତସିଂହପୁର

ଜଗତସିଂହପୁର:ଅବକାରୀ ବିଭାଗକୁ ବଡ ସଫଳତା।୬୧ ଗ୍ରାମର ହେରୋଇନ, ‌ସ୍କୁଟି ସହ ଅଭିଯୁକ୍ତ ଗିରଫ

ଜଗତସିଂହପୁର,୧୬-୧୦-୨୦୨୬ (ନି. ପ୍ର ): ଜଗତସିଂହପୁର ଥାନା ମଣ୍ଡାସାହି ନିକଟସ୍ଥ ଜାହାନପୁର ଗ୍ରାମରୁ ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା। ଯାଞ୍ଚ ପରେ ତାଙ୍କ ପାଖରୁ ୬୧ ଗ୍ରାମର ହେରୋଇନ୍, ଏକ ମୋବାଇଲ ଫୋନ ଏବଂ ଏକ ହୋଣ୍ଡା ଡିୟୁ ସ୍କୁଟି (ନଂ- ଓଡ଼ି-୨୧-ଟି-୬୫୩୫) ଜବତ କରାଯାଇଛି। ସୂଚନାଯୋଗ୍ଯ ଯେ ଜଗତସିଂହପୁର ଥାନା ଜ…

ପୂରା ଖବର: samikshanews.com/news/8710
ସମୀକ୍ଷା · ୧୧ ଅକ୍ଟୋବର – ୧୭ ଅକ୍ଟୋବର ୨୦୨୬୪
ସମୀକ୍ଷାରାୟଗଡ଼ା · କୋରାପୁଟପୃଷ୍ଠା ୫
ରାୟଗଡ଼ା

ଏଲ୍.ପି.ଏସ୍. ପବ୍ଲିକ୍ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୬

ଏଲ୍.ପି.ଏସ୍. ପବ୍ଲିକ୍ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୬ – ସମୀକ୍ଷା ଖବର

ତା ୧୬/୧୦/୨୦୨୬ ରିଖ ଶୁକ୍ରବାର ଦିନ ରାୟଗଡ଼ା ଜିଲ୍ଲାର ଜେ.କେ. ପୁର ସ୍ଥିତ ଲକ୍ଷ୍ମୀପତ ସିଙ୍ଘାନିଆ ପବ୍ଲିକ୍ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ “ଆଥଲେଟିକ୍ ଏକ୍ସଟ୍ରାଭାଗାଞ୍ଜା” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ଅଧ୍ୟକ୍ଷା ଡ. ରୁବି କୁଣ୍ଡୁଙ୍କ ପୌରୋହିତ୍ୟରେ ଏବଂ ଜେ.କେ. ପେପର ମିଲ୍‌ର ଉପସଭାପତି (ବାଣିଜ୍ୟ) ତଥା ବିଦ୍ୟାଳୟ ସଂଯୋଜକ ଶ୍ରୀ ବି…

ପୂରା ଖବର: samikshanews.com/news/8627
ରାୟଗଡ଼ା

ରାୟଗଡ଼ା ଦ୍ୱିତୀୟ କ୍ଲଷ୍ଟରରେ ସୁରଭି ଉତ୍ସବ: ୧୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା

ରାୟଗଡ଼ା ପୌରାଞ୍ଚଳର ଦ୍ୱିତୀୟ କ୍ଲଷ୍ଟରସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ବୁଧବାର ସ୍ଥାନୀୟ ବ୍ରାହ୍ମଣ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କ୍ଲଷ୍ଟର ଅଧୀନରେ ଥିବା ୧୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ପି…

ପୂରା ଖବର: samikshanews.com/news/8929
ରାୟଗଡ଼ା

ରାୟଗଡ଼ ଜିଲ୍ଲାର ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ

ରାୟଗଡ଼:୧୬.୧୦.୨୦୨୬ ଜିଲ୍ଲା ଶିଳ୍ପ ଓ ହସ୍ତଶିଳ୍ପ ଉଭୟର ସହାବସ୍ଥାନ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାରଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଆଇଏଏସ୍‌, ରାୟଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଗସ୍ତ କରି ଚାଲୁ ରହିଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ଗସ୍ତ ଅବସରରେ ସେ ବିଭ…

ପୂରା ଖବର: samikshanews.com/news/8671
କୋରାପୁଟ

ରାଣୀ ଦୁଦୁମା: କୋରାପୁଟର ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଏବଂ ଏହାର ବିକାଶ

ରାଣୀ ଦୁଦୁମା: କୋରାପୁଟର ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଏବଂ ଏହାର ବିକାଶ – ସମୀକ୍ଷା ଖବର

​କୋରାପୁଟ ଜିଲ୍ଲା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ଏଠାରେ ଅନେକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ରହିଛି, ସେଥିମଧ୍ୟରୁ ରାଣୀ ଦୁଦୁମା ଜଳପ୍ରପାତ ଅନ୍ୟତମ । ଏହା କୋରାପୁଟ ସହରରୁ ପ୍ରାୟ ୬୦ କିଲୋମିଟର ଦୂରରେ ନନ୍ଦପୁର ନିକଟରେ ଅବସ୍ଥିତ । ରାଣୀ ଦୁଦୁମା କେବଳ ଏକ ସୁନ୍ଦର ଜଳପ୍ରପାତ ନୁହେଁ, ଏହାର ଏକ ଐତିହାସିକ ଗୁରୁତ୍ୱ ମଧ୍ୟ ରହିଛି । କୁହାଯାଏ ଯେ ନନ…

ପୂରା ଖବର: samikshanews.com/news/8611
କୋରାପୁଟ

କୋରାପୁଟର ବାଲଦା ଗୁମ୍ଫା ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ

​କୋରାପୁଟ ସହର ଠାରୁ ପ୍ରାୟ ୬୬ କିଲୋମିଟର ଦୂରରେ ଥିବା ଏକ ପାହାଡ଼ ଉପରେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟଭରା 'ବାଲଦା ଗୁମ୍ଫା' ଅବସ୍ଥିତ। ଏହାର ଅନେକ ଐତିହାସିକ ଏବଂ ସାଂସ୍କୃତିକ ମହତ୍ତ୍ୱ ରହିଛି। ଗୁମ୍ଫା ଉପରେ ଥିବା ଏକ ପ୍ରାକୃତିକ କଣା ଦେଇ ସୂର୍ଯ୍ୟ କିରଣ ଭିତରକୁ ଆସିଥାଏ ଏବଂ ଏହା ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଏ। ସ୍ଥାନୀୟ ଆଦିବାସୀମାନେ ଏହାକୁ ଏକ ପବିତ୍ର ସ୍…

ପୂରା ଖବର: samikshanews.com/news/8657
କୋରାପୁଟ

ବିକାଶର ରାସ୍ତାରେ ସଂସ୍କୃତିର ଛାପ,ଭାରତମାଳା ରାଜପଥରେ ଶାବର ଶ୍ରୀକ୍ଷେତ୍ର ଟନେଲ୍‌ ପାଲଟିଛି ଆକର୍ଷଣର କେନ୍ଦ୍ର

କୋରାପୁଟ :କୋରାପୁଟ ଜିଲ୍ଲାର ଭାରତମାଳା ରାଜପଥ ପ୍ରକଳ୍ପ ଅନ୍ତର୍ଗତ ‘ଶାବର ଶ୍ରୀକ୍ଷେତ୍ର ଟନେଲ୍‌’ରେ ଆଧୁନିକ ଭିତ୍ତିଭୂମି ସହ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳୁଛି। ଟନେଲ୍‌ର ପ୍ରବେଶପଥରେ ଲେଖାଯାଇଥିବା ଏହାର ନାମ ସହ ଭିତର ପାର୍ଶ୍ୱରେ ଥିବା କଳାତ୍ମକ ଚିତ୍ରଣ ଓ ସାଜସଜ୍ଜା ଏହାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଟନେଲ୍‌ର ପ…

ପୂରା ଖବର: samikshanews.com/news/8951
ସମୀକ୍ଷା · ୧୧ ଅକ୍ଟୋବର – ୧୭ ଅକ୍ଟୋବର ୨୦୨୬୫
ସମୀକ୍ଷାନୂଆପଡ଼ା · ଯାଜପୁରପୃଷ୍ଠା ୬
ନୂଆପଡ଼ା

ନୂଆପଡ଼ା ଜିଲ୍ଲାପାଳଙ୍କ ଖଡ଼ିଆଳ ଗସ୍ତ: ପ୍ରବାସୀ ଶ୍ରମିକ ସମସ୍ୟାର ନିରାକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଉନ୍ନତି ଉପରେ ଗୁରୁତ୍ୱ

ନୂଆପଡ଼ା ଜିଲ୍ଲାପାଳଙ୍କ ଖଡ଼ିଆଳ ଗସ୍ତ: ପ୍ରବାସୀ ଶ୍ରମିକ ସମସ୍ୟାର ନିରାକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଉନ୍ନତି ଉପରେ ଗୁରୁତ୍ୱ – ସମୀକ୍ଷା ଖବର

ନୂଆପଡ଼ା ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଆଜି ଖଡ଼ିଆଳ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ପଞ୍ଚାୟତ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାରେ ପ୍ରବାସୀ ଶ୍ରମିକ ସମସ୍ୟା…

ପୂରା ଖବର: samikshanews.com/news/8593
ନୂଆପଡ଼ା

ବିଜେପିର ପାତାଲେଶ୍ଵର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ନୂଆପଡା /କୋମନା ତାରିଖ -16-10-2026 ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ଥାନୀୟ କଲ୍ୟାଣ ମଣ୍ଡପ ବଜାର ପରିସରରେ ଭାରତୀୟ ଜନତା ପାର୍ଟି ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ (ପାତାଲେଶ୍ଵର ମଣ୍ଡଳ) ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଶତ୍ରୁଘ୍ନ ସ୍ୱାଇଁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ବୈଠକରେ ପୂର୍ବତନ ସାଂସଦ କଳାହାଣ୍ଡି ତଥା ପ୍ରାକ୍ତନ ବି…

ପୂରା ଖବର: samikshanews.com/news/8587
ନୂଆପଡ଼ା

ଗଣ୍ଡାମେରକ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

କୋମନା /ତାରିଖ-16-10-2026 ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ଗୁଣାବଳୀ, ଜିଜ୍ଞାସା ପ୍ରତିଭା ଉନ୍ମେଷଣ ଓ ବିକାଶ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ କାର୍ଯ୍ୟକ୍ରମମାନ ଯୋଜନା କରିଛନ୍ତି।ଏହି ପରିପ୍ରେକ୍ଷୀରେ ରେ ଆଜି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଗଣ୍ଡାମେର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଆଶ୍ରମ ବିଦ୍ୟାଳୟ ଠୂଟିବର ଠାରେ କ୍ଲଷ୍ଟର ସ୍ତର…

ପୂରା ଖବର: samikshanews.com/news/8738
ଯାଜପୁର

ଗୁରୁ ପଦ୍ମସମ୍ଭବଙ୍କ ତୃତୀୟ ସମାରୋହ ନିମନ୍ତେ ପ୍ରସ୍ତୁତି ବୈଠକ

ଗୁରୁ ପଦ୍ମସମ୍ଭବଙ୍କ ତୃତୀୟ ସମାରୋହ ନିମନ୍ତେ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ଯାଜପୁର: ତା ୧୬/୧୦/୨୦୨୬ ରିଖ; ବଡ଼ଚଣା ବ୍ଲକ ଅନ୍ତର୍ଗତ ଉଦୟଗିରି ବୌଦ୍ଧ ବିହାରଠାରେ ଗୁରୁ ପଦ୍ମସମ୍ଭବଙ୍କ ତୃତୀୟ ସମାରୋହ ଆୟୋଜନ ନିମନ୍ତେ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର, ଉଦୟଗିରିଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ ଅଧ୍ୟକ୍ଷତା କରିଥିବାବେଳେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର…

ପୂରା ଖବର: samikshanews.com/news/8764
ଯାଜପୁର

ନିଶାମୁକ୍ତ ଯୁବ ସମାଜ ଗଠନ ଦିଗରେ ବିରଜା ମହିଳା ଡିଗ୍ରୀ କଲେଜର ଅଭିନବ ପଦକ୍ଷେପ

ଯାଜପୁର:ଯୁବପିଢ଼ିଙ୍କୁ ନିଶାର କରାଳ ପ୍ରଭାବରୁ ଦୂରେଇ ରଖି ଏକ ସୁସ୍ଥ, ସୁସଂସ୍କୃତ ଓ ବିକଶିତ ଭାରତ ଗଠନର ଲକ୍ଷ୍ୟ ନେଇ ଯାଜପୁରସ୍ଥିତ ବିରଜା ମହିଳା ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା (NSS) ପକ୍ଷରୁ ‘ନଶାମୁକ୍ତ ଯୁବ ଫର୍ ବିକଶିତ ଭାରତ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସକାଳ ୭ଟା ୩୦ ମିନିଟ୍‌ରେ ୧୫୦ ଜଣ NSS ସ୍ୱେଚ୍ଛାସେବୀଙ୍କୁ…

ପୂରା ଖବର: samikshanews.com/news/8771
ଯାଜପୁର

ଯାଜପୁରରେ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଯାଜପୁର, ତାରିଖ ୧୫.୧୦.୨୦୨୬: ଯାଜପୁର ଜିଲ୍ଲାର ଗଣପର୍ବ ଭାବେ ପରିଚିତ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜାକୁ ଶାନ୍ତିଶୃଙ୍ଖଳା, ମୈତ୍ରୀ, ଭାଇଚାରା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ କରିବା ନିମନ୍ତେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ପୂରା ଖବର: samikshanews.com/news/8801
ସମୀକ୍ଷା · ୧୧ ଅକ୍ଟୋବର – ୧୭ ଅକ୍ଟୋବର ୨୦୨୬୬
ସମୀକ୍ଷାଖୋର୍ଦ୍ଧା · ଗଞ୍ଜାମ · ସୁନ୍ଦରଗଡ଼ପୃଷ୍ଠା ୭
ଖୋର୍ଦ୍ଧା

ନକଲି ଚୋରା ମଦ ଜବତ

ନକଲି ଚୋରା ମଦ ଜବତ – ସମୀକ୍ଷା ଖବର

ଖୋରଧା ୧୭/୧୦/୨୬ଖୋରଧା ଜିଲ୍ଲା ଟାଙ୍ଗୀ ଥାନା ବରିକୋ ଗ୍ରାମରେ ନକଲି ମଦ କାରବାର ହେଉଥିବା ଖବର ପାଇ ଟାଙ୍ଗୀ ଅବକାରୀ ପୋଲିସ ଚଢ଼ାଉ କରି ଜଣେ ମହିଳା ମଦ ବେପାରୀଙ୍କୁ ଗିରଫ କରିଛି lଗିରଫ ମହିଳା ମଦ ବେପାରୀଙ୍କର ନାମ ଟିକିନା ସାହୁ ୩୪ ବର୍ଷ ଘର ବରିକୋ ଗ୍ରାମରେ lଟିକିନା ସାହୁ ବରିକୋ ଗ୍ରାମରେ ଥିବା ମା ରତ୍ନମାଳୀ ମନ୍ଦିର ନିକଟରେ ଚୋରା ନକଲି ମଦ କାରବାର କରୁଥିବ…

ପୂରା ଖବର: samikshanews.com/news/8725
ଖୋର୍ଦ୍ଧା

୯୮ ବର୍ଷର ଗୌରବମୟ ପରମ୍ପରା ବହନ କରୁଛି ଖୋରଧା କ୍ଲବ ସାର୍ବଜନୀନ ଦୁର୍ଗାପୂଜା ;

୩୦ ଲକ୍ଷ ଟଙ୍କାର ବଜେଟ ଚଳିତବର୍ଷର ସାର୍ବଜନୀନ ପୂଜା; ମା’ଙ୍କ ମୃଣ୍ମୟୀ ପ୍ରତିମାରେ ଶୋଭା ପାଇବ ୪ କିଲୋରୁ ଅଧିକ ରୁପା ତାରକସି ଅଳଙ୍କାର, ସପ୍ତମୀରୁ ଦଶମୀ ଯାଏଁ ହୁଏ ହଜାର ହଜାର ଭକ୍ତଙ୍କ ସମାଗମ ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୭ ଅକ୍ଟୋବର : ଶାରଦୀୟ ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା…

ପୂରା ଖବର: samikshanews.com/news/8937
ଖୋର୍ଦ୍ଧା

ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପାର୍ବଣମଧ୍ୟାହ୍ନରେ ଆମିଷ ଘାଣ୍ଟ; ରାତ୍ରରେ ମାଛଗୁଣ୍ଡି ଭଜା ଭୋଗ

ମା' ଦୁର୍ଗତା ନାଶିନୀ ଦୁର୍ଗାଙ୍କ ପୂଜା ପାଇଁ ସମସ୍ତ ଶକ୍ତି ପୀଠ ଓ ତନ୍ତ୍ରପୀଠରେ ଷୋଡ଼ଶ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର ଅନନ୍ୟ ଶକ୍ତି ପୀଠ ତଥା ତନ୍ତ୍ରପୀଠ ଖୋର୍ଦ୍ଧା ଜିଲ୍ଲା ଭଗବତୀ କ୍ଷେତ୍ର ବାଣପୁରର ଅଧିଷ୍ଟାତ୍ରୀ ଦେବୀ ମା' ଭଗବତୀଙ୍କ ପୀଠରେ ମୂଳାଷ୍ଟମୀଠାରୁ ଶାରଦୀୟ ପାର୍ବଣ ଆରମ୍ଭ ହୋଇଛି l ୧୬ ଦିନ ବ୍ୟାପି ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯ…

ପୂରା ଖବର: samikshanews.com/news/8886
ଗଞ୍ଜାମ

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୬” ୩୦ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୬” ୩୦ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ – ସମୀକ୍ଷା ଖବର

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି ଚିକିଟି -- ଏହି ବ୍ଲକ ଅନ୍ତର୍ଗତ ସୁନାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି - ୨୦୨୬" କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। 'ସମୃଦ୍ଧ ଭାଷା, ସମୃଦ୍ଧ ଓଡିଶା - ୨୦୨୬' ଅଭିଯାନ ଆନୁକୁଲ୍ୟରେ ପୁରପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ଶିଶୁ ମାନଙ୍କ ଅନ୍…

ପୂରା ଖବର: samikshanews.com/news/8912
ଗଞ୍ଜାମ

ସାମନ୍ତିଆପଲ୍ଲୀ: କଲେଜ ନିର୍ବାଚନରେ ରୋଚକ ଲଢ଼େଇ ୩ଟି ଆସନ ଏଭିବିପି ଦଖଲ କଲା, ସହସମ୍ପାଦକ ପଦ ଜିତିଲା ବିସିଜେଡି

ପାତ୍ରପୁର:16.10.26 ଏହି ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀ ଭରତପତି ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଏଭିବିପି ଓ ବିସିଜେଡି ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଦେଖାଦେଇଛି। ଚାରିଟି ପଦବୀ ପାଇଁ ହୋଇଥିବା ନିର୍ବାଚନରେ ଏଭିବିପି ତିନୋଟି ଆସନ ହାତେଇଥିବା ବେଳେ ବିସିଜେଡି ଗୋଟିଏ ଆସନରେ ବିଜୟୀ ହୋଇଛି। ସଭାପତି ପଦରେ ଏଭିବିପି ପ୍ରାର୍ଥୀ ଶଙ୍କର ପ୍ରଧାନ…

ପୂରା ଖବର: samikshanews.com/news/8623
ସୁନ୍ଦରଗଡ଼

ରୁଙ୍ଗଟା ଖଣି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉଦଯାପିତ

କୋଇଡା ଖଣି ଅଂଚଳ ଅନ୍ତର୍ଗତ ମେସେର୍ସ ରୁଙ୍ଗଟା ସନ୍ସ ପ୍ରାଇଭେଟ ଲିମିଟେଡ଼ ର ଓରାଘାଟ ଲୌହ ଖଣିରେ ଗତ ୧୭. ୦୯. ୨୬ ରିଖ ଠାରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହି ସେବା କାର୍ଯ୍ୟକ୍ରମ ଅକ୍ଟୋବର ୧୭ ତାରିଖ ଦିନ ଉଦଯାପିତ ହୋଇ ଯାଇଛି, ଏହି ପରିପେକ୍ଷୀ ରେ ପ୍ରଥମ ଦିନରୁ ସ୍ୱଚ୍ଛତା ଶପଥ ପାଠ ସହ ଆରମ୍ଭ ହୋଇଥିବା ସ୍ୱଛତା ପକ୍ଷ ପାଳନ ଅବସରରେ ଖଣିରେ ବ୍ୟାପକ ସଫେଇ କାର୍ଯ୍ୟ…

ପୂରା ଖବର: samikshanews.com/news/8845
ସମୀକ୍ଷା · ୧୧ ଅକ୍ଟୋବର – ୧୭ ଅକ୍ଟୋବର ୨୦୨୬୭
ସମୀକ୍ଷାସମ୍ପାଦକୀୟପୃଷ୍ଠା ୮
ସମ୍ପାଦକୀୟ

୮୦ ବର୍ଷରେ ପାଦ ଥାପିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୮୦ ବର୍ଷରେ ପାଦ ଥାପିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ – ସମୀକ୍ଷା ଖବର

ଓଡ଼ିଶା ରାଜନୀତିର ଜଣେ ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି, ଅକ୍ଟୋବର ୧୬ ତାରିଖରେ, ୮୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ଓଡ଼ିଶା ର ରାଜନୈତିକ ମହଲରେ ତାଙ୍କର ଦୀର୍ଘ ରାଜନୈତିକ ଯାତ୍ରା, ୨୪ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ, ରାଜ୍ୟର ବିକାଶରେ ତାଙ୍କ ସରକାରର ଭୂମିକା ଏବଂ ବର୍ତ୍ତମାନର ବିରୋଧୀ ଦଳର ନେତା ଭାବେ ତାଙ୍କ ଦାୟିତ୍ୱକୁ ନେଇ ଚର୍ଚ୍ଚା ହେଉଛି। ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୀବନ କେବଳ ଜଣେ ନେତାଙ୍କ ବ୍ୟକ୍ତିଗତ ଯାତ୍ରା ନୁହେଁ; ଏହା ଓଡ଼ିଶାର ଗତ କିଛି ଦଶନ୍ଧିର ରାଜନୈତିକ ଇତିହାସ ସହ ଜଡ଼ିତ। ଦୀର୍ଘ ସମୟ ଧରି ରାଜ୍ୟର ଶାସନ ଦାୟିତ୍ୱରେ ରହିବାଠାରୁ ଆରମ୍ଭ କରି ୨୦୨୪ ମସିହାରେ କ୍ଷମତା ହରାଇବା ଏବଂ ବର୍ତ୍ତମାନ ବିରୋଧୀ ଦଳର ନେତା ଭାବେ କାର୍ଯ୍ୟ କରିବା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଅନେକ ରାଜନୈତିକ ମୋଡ଼ ଦେଇ ଗତି କରିଛି। ଜନ୍ମରୁ ରାଜନୀତି ପର୍ଯ୍ୟନ୍ତ ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ନବୀନ ପଟ୍ଟନାୟକଙ୍କ ଜନ୍ମ ହୋଇଥିଲା। ସେ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରତିଷ୍ଠିତ ରାଜନେତା ବିଜୁ ପଟ୍ଟନାୟକଙ୍କ ପୁତ୍ର। ତାଙ୍କ ଶିକ୍ଷାଜୀବନର ଏକ ବଡ଼ ଅଂଶ ଓଡ଼ିଶା ବାହାରେ ବିତିଥିଲା। ଦିଲ୍ଲୀର କିରୋରୀ ମାଲ୍ କଲେ…

ପୂରା ଖବର: samikshanews.com/news/8617